ETV Bharat / city

ଏୟାରପୋର୍ଟ ଟ୍ରାଜେଡି; କମିଶନରେଟ ପୋଲିସର ତଦନ୍ତ ଆରମ୍ଭ - କମିଶନରେଟ ପୋଲିସ

ଏୟାରପୋର୍ଟ ଟ୍ରାଜେଡି ନେଇ ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ। ଛାତ ଭୁଷୁଡିବା ସ୍ଥାନରେ ଭୁବନେଶ୍ବର ଡିସିପି ପହଞ୍ଚି ଏ ଘଟଣାର ତଦନ୍ତ କରୁଛନ୍ତି। ଅଧିକ ପଢନ୍ତୁ...

ଏୟାରପୋର୍ଟ ଟ୍ରାଜେଡି; ତଦନ୍ତ ଆରମ୍ଭ କଲା କମିଶନରେଟ ପୋଲିସ

author img

By

Published : Jan 25, 2020, 2:49 PM IST

ଭୁବନେଶ୍ବର: ଏୟାରପୋର୍ଟ ଟ୍ରାଜେଡି ନେଇ ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ । ଛାତ ଭୁଷୁଡିବା ସ୍ଥାନରେ ଭୁବନେଶ୍ବର ଡିସିପି ପହଞ୍ଚି ଏହାର ତଦନ୍ତ କରୁଛନ୍ତି। ଏୟାରପୋର୍ଟ ଥାନା ଆଇଆଇସି ଓ ତଦନ୍ତକାରୀ ଅଧିକାରୀଙ୍କ ଉପସ୍ଥିତିର ଏ ଘଟଣାର ତଦନ୍ତ ହେଉଛି।

ଏନେଇ ଅଧିକ ତଦନ୍ତ ପାଇଁ ଷ୍ଟେଟ ଫରେନସିକ ଟିମ ଓ ଟେକ୍ନିକାଲ ଏକ୍ସପର୍ଟଙ୍କ ମତାମତ ନିଆଯିବ। ଘଟଣାରେ ଦିଲ୍ଲୀପ କନଷ୍ଟ୍ରକସନର ମାଲିକ ଦିଲ୍ଲୀପ ଖଟେଇ ଓ ଇଞ୍ଜିନିୟରଙ୍କୁ ପଚରାଉଚରା କରାଯାଉଛି। ଯେହେତୁ ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ଏହା ପଛର ଅବହେଳାର କାରଣ ଓ ପ୍ରୋଜେକ୍ଟ ରିପୋର୍ଟ ସହ ପ୍ରୋଜେକ୍ଟ ଡିଜାଇନ, ପ୍ରୋଜେକ୍ଟ ଡିଲ ସମସ୍ତ ତଥ୍ୟକୁ ଆଧାରକରି ତଦନ୍ତ କରାଯାଉଛି।

ଏୟାରପୋର୍ଟ ଟ୍ରାଜେଡି; ତଦନ୍ତ ଆରମ୍ଭ କଲା କମିଶନରେଟ ପୋଲିସ

ପରେ ପରିବାର ଲୋକ କିମ୍ବା ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:ଏୟାରପୋର୍ଟ ଟ୍ରାଜେଡି,ତଦନ୍ତ ଆରମ୍ଭ କଲା କମିସନରେଟ ପୋଲିସ।Body:

ଏୟାରପୋର୍ଟ ଟ୍ରାଜେଡି ନେଇ ତଦନ୍ତ ଆରମ୍ଭ।କମିସନରେଟ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ।ବ୍ରିଜ ଭୁଷୁଡିବା ସ୍ଥାନରେ ଭୁବନେଶ୍ବର ଡିସିପି ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।ଏୟାରପୋର୍ଟ ଥାନା ଆଇଆଇସି ଓ ତଦନ୍ତକାରି ଅଧିକାରିଙ୍କ ଉପସ୍ଥିତିର ଘଟଣାର ତଦନ୍ତ ହୋଇଛି । ଏନେଇ ଅଧିକ ତଦନ୍ତ ପାଇଁ ଷ୍ଟେଟ ପରେନସିକ ଟିମ ଓ ଟେକନିକାଲ ଏକ୍ସପର୍ଟଙ୍କ ମତାମତ ନିଆଯିବ। ଘଟଣାରେ ଦିଲିପ କନଷ୍ଟ୍ରକସନର ମାଲିକ ଦିଲ୍ଲିପ ଖଟୋଇ ଓ ଇଂଜିନିୟରଙ୍କୁ ପଚରାଉଚରା କରାଯାଉଛି।ଯେହେତୁ ଜଣଙ୍କର ମୃତ୍ଯ ହୋଇଛି ଏହା ପଛର ଅବହେଳା ର କାରଣ ଓ ପ୍ରୋଜେକ୍ଟ ରିପୋର୍ଟ ଓ ପ୍ରୋଜେକ୍ଟ ଡିଜାଇନ ଓ ପ୍ରୋଜେକ୍ଟ ଡିଲ ସମସ୍ତ ତଥ୍ଯକୁ ଆଧାରକରି ତଦନ୍ତ କରାଯାଉଛି ପରେ ପରିବାର ଲୋକ ବା କତୃପକ୍ଷଙ୍କ ଅଭିଯୋଗ ଆଧାରରେ ପରବର୍ତି କାର୍ସାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି।Conclusion:ବାଇଟ-ଅନୁପ ସାହୁ,ଭୁବନେଶ୍ବର ଡସିପି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.