ETV Bharat / city

ପୁନଃଗଠିତ ହେଲା କଂଗ୍ରେସ ଗଣମାଧ୍ୟମ ଓ ଯୋଗାଯୋଗ କମିଟି; ଗଣେଶ୍ୱର ବେହେରା ଅଧ୍ୟକ୍ଷ - କଂଗ୍ରେସର ଗଣମାଧ୍ୟମ ଓ ଯୋଗାଯୋଗ କମିଟି

ଓଡିଶା କଂଗ୍ରେସର ଗଣମାଧ୍ୟମ ଓ ଯୋଗାଯୋଗ କମିଟି ପନଃଗଠିତ । ନୂଆ କମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି ଗଣେଶ୍ୱର ବେହେରା । ସେହିପରି ସତ୍ୟ ପ୍ରକାଶ ନାୟକଙ୍କୁ ଆବାହକ ନିଯୁକ୍ତି ମିଳିଛି । ଅଧିକ ପଢନ୍ତୁ...

ପୁନଃଗଠିତ ହେଲା କଂଗ୍ରେସର ଗଣମାଧ୍ୟମ ଓ ଯୋଗାଯୋଗ କମିଟି; ଗଣେଶ୍ୱର ବେହେରା ଅଧ୍ୟକ୍ଷ

author img

By

Published : Jul 19, 2021, 10:30 PM IST

ଭୁବନେଶ୍ବର: ପୁନଃଗଠିତ ହୋଇଛି ଓଡିଶା କଂଗ୍ରେସର ଗଣମାଧ୍ୟମ ଓ ଯୋଗାଯୋଗ କମିଟି । ନୂଆ କମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି ଗଣେଶ୍ୱର ବେହେରା । ସେହିପରି ସତ୍ୟ ପ୍ରକାଶ ନାୟକଙ୍କୁ ଆବାହକ ନିଯୁକ୍ତି ମିଳିଛି । ଏହି କମିଟିରେ 20 ଜଣ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇଛି ।

2019 ନିର୍ବାଚନ ପରେ ଅକାମି ହୋଇଥିବା କଂଗ୍ରେସର ଗଣମାଧ୍ୟମ ଓ ଯୋଗାଯୋଗ କମିଟି ପୁନଃଗଠିତ ହୋଇଛି । କଂଗ୍ରେସ ଅଧ୍ୟକ୍ଷ ମୋହର ମାରିବା ପରେ ସୋମବାର ଏନେଇ ଏଆଇସିସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ଗଣେଶ୍ୱର ବେହେରା ଅଧ୍ୟକ୍ଷ ଓ ସତ୍ୟ ପ୍ରକାଶ ନାୟକ ଆବାହକ ନିଯୁକ୍ତ ହୋଇଛନ୍ତି । କମିଟିରେ 20 ଜଣ ସଦସ୍ୟ ରହିଛନ୍ତି । ଦୀପକ ମହାପାତ୍ରଙ୍କୁ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଭାବେ ଦାୟିତ୍ୱ ଦିଆଯାଇଛି ।

ପୁନଃଗଠିତ ହେଲା କଂଗ୍ରେସର ଗଣମାଧ୍ୟମ ଓ ଯୋଗାଯୋଗ କମିଟି; ଗଣେଶ୍ୱର ବେହେରା ଅଧ୍ୟକ୍ଷ
ପୁନଃଗଠିତ ହେଲା କଂଗ୍ରେସର ଗଣମାଧ୍ୟମ ଓ ଯୋଗାଯୋଗ କମିଟି; ଗଣେଶ୍ୱର ବେହେରା ଅଧ୍ୟକ୍ଷ

ଏହି କମିଟିରେ ବିଧାୟକ ତରା ପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ, ଅଧିରାଜ ପାଣିଗ୍ରାହୀ, ବିଜୟଲକ୍ଷ୍ମୀ ସାହୁ, ମନୋରଞ୍ଜନ ଦାଶ, ଦେବାଶିଷ ପଟ୍ଟନାୟକ, ଅମୀୟ ପାଣ୍ଡବ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ମନୋଜ ମହାପାତ୍ର, ଜ୍ଞାନଦେବ ବେଉରା, ପ୍ରଶାନ୍ତ ଶତପଥି, ସୁଦର୍ଶନ ଦାସ, ବିନାୟକ ଦାସମହାପାତ୍ର, ଡକ୍ଟର ହମିଦ ହୁସେନ୍, ସସ୍ମିତା ବେହେରା, ଡକ୍ଟର ଗୋବିନ୍ଦ ଚନ୍ଦ୍ର ଭୁଇଁଆ, ପଦ୍ମକର ଗୁରୁ, ଶୁଭଶ୍ରୀ ପଣ୍ଡା, ରାଜନୀ ମହାନ୍ତି, ନିଶିକାନ୍ତ ମିଶ୍ର ସଦସ୍ୟ ରହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.