ETV Bharat / city

Odisha Assembly: ଗୃହରେ ଉଠିଲା କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ପ୍ରସଙ୍ଗ - ମୌସୁମୀ ଅଧିବେଶନ

ଆଜି ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ । କେବେ ହେବ କୃଷି ବିଶ୍ବବିଦ୍ୟାଳୟ ପ୍ରସଙ୍ଗରେ କମ୍ପଥିଲା ଗୃହ।

କୃଷି ବିଶ୍ୱବିଦ୍ୟାଳୟ କେବେ ?
କୃଷି ବିଶ୍ୱବିଦ୍ୟାଳୟ କେବେ ?
author img

By

Published : Jul 6, 2022, 10:17 PM IST

ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ । ବିଭିନ୍ନ ବିଭାଗରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏମଏସପିଠୁ ନେଇ ଚାଷୀଙ୍କ ଆୟ ପ୍ରସଙ୍ଗରେ ଉଠିଥିବା ପଡିଥିଲା ଗୃହ । ଶୂନ୍ୟକାଳରେ ଭଦ୍ରକ ମେଡ଼ିକାଲ କଲେଜ ପ୍ରସଙ୍ଗ ଉଠିଥିଲା । ବାଦ ପଡି ନଥିଲା କୃଷି ବିଶ୍ବବିଦ୍ୟାଳୟ ପ୍ରସଙ୍ଗ । କେବେ ହେବ କୃଷି ବିଶ୍ବବିଦ୍ୟାଳୟ ପ୍ରସଙ୍ଗରେ କମ୍ପଥିଲା ଗୃହ।

KBK ଅଞ୍ଚଳରେ ରାଜ୍ୟରେ ଦ୍ବିତୀୟ କୃଷି ବିଶ୍ଵ ବିଦ୍ୟାଳୟ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇନାହିଁ । ଏନେଇ କୌଣସି ପ୍ରସ୍ତାବ ବିଚାରଧୀନ ନାହିଁ । କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନ କରିଥିଲେ 2014ରେ ବିଜେଡି ଇସ୍ତାହାରରେ କୃଷି ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା ହେବା ନେଇ ଘୋଷଣା କରାଯାଇଥିଲା । ଏବେ ଯାଏ କାହିଁକି ହୋଇନାହିଁ ବୋଲି ପ୍ରଶ୍ନ କରିଥିଲେ ବିଧାୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.