ETV Bharat / city

୨୪ରୁ ଅଧିକ ସକ୍ରିୟ କାଳବୈଶାଖୀ, ବଢିବ ବର୍ଷାର ପରିମାଣ

ଗତ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଓ ଅତ୍ଯାଧିକ ଗରମ ଯୋଗୁଁ ସୋନପୁର ଠାରେ ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ରେର୍କଡ କରାଯାଇଛି । ଅଧିକ ପଢ଼ନ୍ତୁ

୨୪ରୁ  ଅଧିକ ସକ୍ରିୟ କାଳବୈଶାଖୀ, ବଢିବ ବର୍ଷାର ପରିମାଣ
୨୪ରୁ ଅଧିକ ସକ୍ରିୟ କାଳବୈଶାଖୀ, ବଢିବ ବର୍ଷାର ପରିମାଣ
author img

By

Published : May 22, 2022, 9:47 PM IST

ଭୁବନେଶ୍ବର : ଗତ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଓ ଅତ୍ଯାଧିକ ଗରମ ଯୋଗୁଁ ସୋନପୁର ଠାରେ ସର୍ବୋଚ୍ଚ ତାପମାତ୍ରା
୪୪.୨ ଡିଗ୍ରୀ ରେର୍କଡ କରାଯାଇଛି । ଏହାସହ କାଳବୈଶାଖୀ ଜନିତ ବର୍ଷା କେନ୍ଦୁଝରରେ ସବାଧିକ ୮୨. ୧ ରେକର୍ଡ କରାଯାଇଛି । ନିମ୍ନ ଚାପ ରେଖା ସହ ଓଡିଶା ଉପକୂଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାକୁ ନେଇ ଉପକୂଳ ସମେତ ଓଡ଼ିଶାର ଅନେକ ସ୍ଥାନରେ ହାଲକାରୁ ମଧ୍ୟମଧରଣର ବର୍ଷା ହେବ ।

୨୪ରୁ ଅଧିକ ସକ୍ରିୟ କାଳବୈଶାଖୀ, ବଢିବ ବର୍ଷାର ପରିମାଣ

ସେହିପରି କନ୍ଧମାଳ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବ । ଅନ୍ୟପଟେ ୨୪ରୁ କାଳବୈଶାଖୀ ଅଧିକ ସକ୍ରିୟ ରହିବ ଆଉ ଏହାର ପ୍ରଭାବରୁ ରାଜ୍ୟର ଅନେକ ସ୍ଥାନରେ ହେବାର ସମ୍ଭବାନା ରହିଥିବା ବେଳେ ବିଜୁଳି ଘଡଘଡି ସହ କିଛି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରଯାଇଛି । ସେହିପରି ଆସନ୍ତା କାଲିଠୁ ପୁଣି ଖରାର ପ୍ରଭାବ ବଢିବାକୁ ଥିବା ଉପକୂଳରେ କମିବ । ହେଲେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାର କମିବାର ସେଭଳି କିଛି ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.