ETV Bharat / city

ରାଜ୍ୟରୁ ସୁସ୍ଥ ହେଲେ ଆଉ 9706 କୋରୋନା ଆକ୍ରାନ୍ତ

author img

By

Published : May 10, 2021, 7:51 PM IST

କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାବେଳେ ରାଜ୍ୟରୁ ଆଉ ରେକର୍ଡ ସଂଖ୍ୟକ 9706 କୋରୋନା ଆକ୍ରାନ୍ତ ସୁସ୍ଥ ହେଲେ । ଅଧିକ ପଢନ୍ତୁ...

ରାଜ୍ୟରୁ ସୁସ୍ଥ ହେଲେ ଆଉ 9706 କୋରୋନା ଆକ୍ରାନ୍ତ
ରାଜ୍ୟରୁ ସୁସ୍ଥ ହେଲେ ଆଉ 9706 କୋରୋନା ଆକ୍ରାନ୍ତ

ଭୁବନେଶ୍ବର: ଦିନକରେ ରାଜ୍ୟରୁ ସୁସ୍ଥ ହୋଇଛନ୍ତି 9 ହଜାର 706 କୋରୋନା ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 1787 ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ 1100 ସୁସ୍ଥ ହୋଇଛନ୍ତି ।

ଦିନକରେ ରାଜ୍ୟରୁ ସୁସ୍ଥ ହେଲେ ଆଉ 9706 କୋରୋନା ଆକ୍ରାନ୍ତ । ସେହିପରି ଭାବେ କଳାହାଣ୍ଡିରୁ 373, ଝାରସୁଗୁଡାରୁ 407, ପୁରୀରୁ 304, କଟକରୁ 823, ନୂଆପଡାରୁ 385, ବରଗଡରୁ 438, ସମ୍ବଲପୁରରୁ 414, ନବରଙ୍ଗପୁରରୁ 399, ବଲାଙ୍ଗୀରରୁ 159, କେନ୍ଦୁଝରରୁ 161, ଗଞ୍ଜାମରୁ 114, ଯାଜପୁରରୁ 231, ମୟୂରଭଞ୍ଜରୁ 199, ରାୟଗଡାରୁ 150, ନୟାଗଡରୁ 226, ଭଦ୍ରକରୁ 206, ବାଲେଶ୍ବରରୁ 125, ଗଜପତିରୁ 118, ଜଗତସିଂହପୁରରୁ 145, ଅନୁଗୋଳରୁ 393, ଦେବଗଡରୁ 27, କେନ୍ଦ୍ରାପଡାରୁ 132, କୋରାପୁଟରୁ 89, କନ୍ଧମାଳରୁ 68, ବୌଦ୍ଧରୁ 37, ମାଲକାନଗିରିରୁ 43, ଢେଙ୍କାନାଳରୁ 42, ସୋନପୁରରୁ 123 ଏବଂ ଷ୍ଟେଟ ପୋଲ 360 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଦିନକରେ ରାଜ୍ୟରୁ ସୁସ୍ଥ ହେଲେ ଆଉ 9706 କୋରୋନା ଆକ୍ରାନ୍ତ । ତେବେ ଆଜିର ସୁସ୍ଥଙ୍କୁ ମିଶାଇ ମୋଟ 4 ଲକ୍ଷ 57 ହଜାର 569 ଜଣ କୋରୋନାରୁ ସଂପୂର୍ଣ୍ଣ ରୂପେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.