ETV Bharat / city

ବୃହତ ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରୀତା ସାହୁ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରୀତା ସାହୁ। ବିଜେପୁରରେ ବିପୁଳ ବ୍ୟବଧାନରେ ବିଜୟୀ ହେବା ପରେ ନବୀନ ନିବାସରେ ସମର୍ଥକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ସେ। ଅଧିକ ଖବର ପଢନ୍ତୁ...

author img

By

Published : Oct 25, 2019, 2:37 PM IST

ବୃହତ ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରୀତା ସାହୁ

ଭୁବନେଶ୍ବର: ବିଜେପୁରରେ ଐତିହାସିକ ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେପୁର ବିଧାୟିକା ରୀତା ସାହୁ। ନବୀନ ନିବାସରେ ପହଁଞ୍ଚି ବିଜେଡି ସୁପ୍ରିମୋଙ୍କୁ ଏହି ବିଜୟ ପାଇଁ ଦଳକୁ ଶୁଭେଚ୍ଛା ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ବିଜୟର ସମସ୍ତ ଶ୍ରେୟ ଦେଇଛନ୍ତି।

ବିଜେପୁର ଉପନିର୍ବାଚନରେ ସର୍ବାଧିକ ଭୋଟରେ ବିଜେପୁରବାସୀ ମୁଖ୍ୟମନ୍ତ୍ରୀଙ୍କୁ ଭୋଟ ଦେଇଛନ୍ତି ବୋଲି କହିଛନ୍ତି ସେ। ଆଗାମୀ ଦିନରେ ସେ ବିଜେପୁରରେ ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ଉପରେ ନଜର ରଖିବେ।

ବୃହତ ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରୀତା ସାହୁ

ଆଗାମୀ 5 ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ସହ ରହିବା ସହ ସେମାନଙ୍କର ସୁବିଧା ଅସୁବିଧା ସମୟରେ ରହିବେ ବୋଲି ସେ କହିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ବୃହତ ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରିତା ସାହୁ, ମୁଖ୍ୟମନ୍ତ୍ରୀ ଙ୍କୁ ବିଜୟର ଶ୍ରେୟ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରିତା ସାହୁ। ବିଜେପୁରରେ ବିପୁଳ ବ୍ୟବଧାନରେ ବିଜୟୀ ହେବା ପରେ ନିବନ ନିବାସରେ ସମର୍ଥକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ରିତା ସାହୁ।

Body:

ବିଜେପୁରରେ ଐତିହାସିକ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେପୁର ବିଧାୟିକା ରିତା ସାହୁ। ନବୀନ ନିବାସରେ ପହଁଚି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଜଣାଇଛନ୍ତି ଶୁଭେଚ୍ଛା ଜଣାଇବା ସହ ଦେଇଛନ୍ତି ବିଜୟର ଶ୍ରେୟ। ବିଜେପୁର ଉପନିର୍ବାଚନ ରେ ସର୍ବାଧିକ ଭୋଟରେ ବିଜେପୁର ବାସୀ ମୁଖ୍ୟମନ୍ତ୍ରୀ ଙ୍କୁ ଭୋଟ ଦେଇଛନ୍ତି ବୋଲି କହିଛନ୍ତି ରିତା ସାହୁ। ଆଗାମୀ ଦିନ ରେ ସେ ବିଜେପୁରରେ ସର୍ବାଙ୍ଗିନ ବିକାଶ ଉପରେ ନଜର ରଖିବେ। ଆଗାମୀ 5 ବର୍ଷ ଯାଇଁ ଲୋକମାନଙ୍କ ସହ ରହିବା ସହ ସେମାନଙ୍କର ସୁବିଧା ଅସୁବିଧା ୱାରେ ନଜର ରହିବେ ବୋଲି ନବ ନିର୍ବାଚିତ ରିତା ସାହୁ କହିଛନ୍ତି।

Byte- ରିତା ସାହୁ , ବିଜେପୁର ବିଧାୟିକା।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.