ETV Bharat / city

ଦାୟିତ୍ବ ନେଲେ ନୂତନ ରାଜ୍ୟ ନିର୍ବାଚନ କମିଶନର: ଫୋକସରେ ପୌର ନିର୍ବାଚନ - ଦାୟିତ୍ବ ଗ୍ରହଣ

ନୂଆ ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଲେ ଆଦିତ୍ୟ ପ୍ରସାଦ ପାଢୀ । ପୂର୍ବତନ ରାଜ୍ୟ ନିର୍ବାଚନ କମିଶନ ତଥା ଅବସରପ୍ରାପ୍ତ ନବ କୁମାର ନାୟକ ତାଙ୍କୁ ଦାୟିତ୍ବ ପ୍ରଦାନ କରିଥିଲେ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 19, 2019, 12:14 PM IST

Updated : Aug 19, 2019, 12:34 PM IST

ଭୁବନେଶ୍ବର: ନୂତନ ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଲେ ଆଦିତ୍ୟ ପ୍ରସାଦ ପାଢୀ । ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ତୋଶାଳି ଭବନ ଠାରେ ଏକ କାର୍ଯ୍ୟକ୍ରମରେ ସେ ଦାୟିତ୍ବ ଗ୍ରହଣ କରିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ତେବେ ପୂର୍ବତନ ରାଜ୍ୟ ନିର୍ବାଚନ କମିଶନ ତଥା ଅବସରପ୍ରାପ୍ତ ନବ କୁମାର ନାୟକ ତାଙ୍କୁ ଦାୟିତ୍ବ ପ୍ରଦାନ କରିଥିଲେ । ଦାୟିତ୍ବ ନେବା ପରେ ନିଷ୍ଠା ଓ ସଚ୍ଚୋଟତାର ସହ ଦାୟିତ୍ବ ତୁଲାଇବେ ବୋଲି କହିଛନ୍ତି ନୂଆ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:ଦାୟିତ୍ବ ନେଲେ ନୁଆ ରାଜ୍ଯ ନିର୍ବାଚନ କମିଶନ,ଫୋକସରେ ପଂଚାୟତ ନିର୍ବାଚନBody:

ରାଜ୍ଯ ନିର୍ବାଚନ କମିଶନନଭାବେ ଦାୟିତ୍ବ ନେଲେ ଆଦିତ୍ଯ ପ୍ରସାଦ ପାଢୀ।ରାଜ୍ଯ ମୁଖ୍ଯ ନିର୍ବାଚନ ଆୟୋଗ କାର୍ଯାଳୟ ତୋଶାଳି ଭବନଠାରେ ଦାୟିତ୍ବ ନେଇଛନ୍ତି। ପୁର୍ବତନ ରାଜ୍ଯ ନିର୍ବାଚନ କମିଶନ ତଥା ଅବସରପ୍ରାପ୍ତ ନବ କୁମାର ନାୟକ ତାଙ୍କୁ ଦାୟିତ୍ବ ପ୍ରଦାନ କରିଥିଲେ।ତେବେ ଦାୟିତ୍ବ ନେବା ପରେ ନିଷ୍ଠା ଓ ସଚୋଟତାର ସହ ଦାୟିତ୍ବ ତୁଲାଇବେ ବୋଲି କହିଛନ୍ତି ନୁତନ ରାଜ୍ଯ ନିର୍ବାଚନ କମିଶନ।Conclusion:
Last Updated : Aug 19, 2019, 12:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.