ETV Bharat / city

ED ରେ ହାଜର ହେଲେ ଅଭୟ ପାଠକ

author img

By

Published : Oct 5, 2021, 11:24 AM IST

Updated : Oct 5, 2021, 12:16 PM IST

ED ରେ ହାଜର ହେଲେ ଅବସରପ୍ରାପ୍ତ ଆଇଏଫଏସ ଅଭୟ ପାଠକ । ଅର୍ଥ ନେଣଦେଣରେ ହେରଫେର ଅଭିଯୋଗରେ ହାଜର ହୋଇଛନ୍ତି ଅଭୟ । ଅଧିକ ପଢନ୍ତୁ...

ED ରେ ହାଜର ହେଲେ ଅଭୟ ପାଠକ
ED ରେ ହାଜର ହେଲେ ଅଭୟ ପାଠକ

ଭୁବନେଶ୍ବର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ଅବସରପ୍ରାପ୍ତ ଆଇଏଫଏସ ଅଭୟ ପାଠକ । ଆର୍ଥିକ ନେଣଦେଣର ଚାଲିଛି ଖୋଳତାଡ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଖୁବଶୀଘ୍ର ହାଜର ହୋଇପାରନ୍ତି ବୋଲି ଜଣାପଡିଛି ।

ED ରେ ହାଜର ହେଲେ ଅଭୟ ପାଠକ

ସୂଚନା ଅନୁଯାୟୀ ପୂର୍ବ ସମନ ଆଧାରରେ ଆଜି(ମଙ୍ଗଳବାର) ED ରେ ହାଜର‌ ହୋଇଛନ୍ତି ଅଭୟ ପାଠକ । ଆର୍ଥିକ କାରବାରର ଖୋଳତାଡ଼ କରୁଛି ED । ମନି ଲଣ୍ଡରିଂ ନେଇ କେଉଁଆଡେ ଟଙ୍କା ବିନିଯୋଗ କରିଥିଲେ, ଏସବୁ ଟଙ୍କା କେଉଁଠାରୁ ଉପାର୍ଜନ କରୁଥିଲେ ସେସବୁର ଛାନଭିନ କରୁଛି ED । ତେବେ ଖୋଳତାଡ ପରେ ED ହାତରେ କି କି ତଥ୍ୟ ଲାଗୁଛି ତାହା ସ୍ପଷ୍ଟ ହେବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Oct 5, 2021, 12:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.