ETV Bharat / city

ରାଇସ ମିଲ ବନ୍ଦ ଦାବିରେ ଧାରଣାରେ ଆଦିବାସୀ ମହିଳା

author img

By

Published : Nov 29, 2019, 7:48 PM IST

ବାଲିଅନ୍ତା ବ୍ଲକ ଅନ୍ତର୍ଗତ ପାରି ବାସୁଦେଵପୁରରେ ଏକ ରାଇସ ମିଲ ରହିଛି । ଯାହାକୁ ବନ୍ଦ କରିବା ପାଇଁ ଶୁକ୍ରବାର ଗାଁର ଅନେକ ଅନୁସୂତିଚ ଆଦିବାସୀ ମହିଳା ଏକତ୍ରିତ ହୋଇ ରାଜଧାନୀର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ସମ୍ମୁଖରେ ଧାରଣାରେ ବସିଥିଲେ ।

ରାଇସ୍ ମିଲ୍ ବନ୍ଦ ଦାବିରେ ଧାରଣାରେ ଆଦିବାସୀ ମହିଳା

ଭୁବନେଶ୍ବର: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ମୁଖରେ ଧାରଣାରେ ବସିଲେ ଶହଶହ ଆଦିବାସୀ ମହିଳା । ଶୁକ୍ରବାର ଏଭଳି କିଛି ଦୃଶ୍ୟ ରାଜଧାନୀର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଫିସ ସମ୍ମୁଖରେ ଦେଖିବାକୁ ମିଳିଥିଲା।

ବାଲିଅନ୍ତା ବ୍ଲକ ଅନ୍ତର୍ଗତ ପାରି ବାସୁଦେଵପୁରରେ ଏକ ରାଇସ୍ ମିଲ୍ ରହିଛି । ଯାହାକୁ ବନ୍ଦ କରିବା ପାଇଁ ଶୁକ୍ରବାର ଗାଁ ର ଅନେକ ଅନୁସୂତିଚ ଆଦିବାସୀ ମହିଳା ଏକତ୍ରିତ ହୋଇ ରାଜଧାନୀର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ସମ୍ମୁଖରେ ଧାରଣାରେ ବସିଥିଲେ ।

ଗାଁ ଲୋକଙ୍କ କହିବା ମୁତାବକ, ସନ୍ତୋଷ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଏହି ମିଲ୍‌କୁ ଗାଁ ମଝିରେ ତିଆରି କରିଛନ୍ତି ଯାହା ଫଳରେ ଗାଁରେ ବସବାସ କରୁଥିବା ଲୋକେ ବହୁତ ସମସ୍ୟାର ସମ୍ମୁଖିନ ହେଉଛନ୍ତି ।

କାରଖାନାରୁ ନିର୍ଗତ ଧୁଆଁ ଓ ଦୂଷିତ ପାଣି ସହ ହେଉଥିବା ଶବ୍ଦ ପ୍ରଦୂଷଣ ଗ୍ରାମବାସୀଙ୍କ ଉପରେ ସିଧାସଳଖ ଭାବରେ ପଡୁଛି । ଗ୍ରାମବାସୀ ଏହି ମିଲ୍‌କୁ ସଂପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଅନେକଥର ଉପସ୍ଥିତ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ ହୋଇଛି । ଫଳରେ ଶୁକ୍ରବାର ଗାଁର ମହିଳା, ପୁରୁଷ ଏକତ୍ର ହୋଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ତେବେ ଯଥାଶୀଘ୍ର ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ଗ୍ରାମବାସୀ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମୁଖ ରେ ଧାରଣା ରେ ବସିଲେ ଶହ ଶହ ଆଦିବାସୀ ମହିଳା

ଆଜି ଏଭଳି କିଛି ଦୃଶ୍ୟ ରାଜଧାନୀ ର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଫିସ ସମୁଖ ରେ ଦେଖିବା କୁ ମିଳିଥିଲା। ବାଲିଅନ୍ତା ବ୍ଲକ ଅନ୍ତର୍ଗତ ପାରିବାସୁଦେଵ ପୁର ରେ ଏକ ରାଇସ ମିଲ ରହିଛି ଯାହାକୁ ବନ୍ଦ କରିବା ପାଇଁ ଆଜି ଗାଁ ର ଅନେକ ଦଳିତ ଆଦିବାସୀ ମହିଳା ଏକତ୍ରିତ ହୋଇ ରାଜଧାନୀ ର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ସମୁଖ ରେ ଧାରଣା ରେ ବସିଥିଲେ। ଗାଁ ଲୋକଙ୍କ କହିବା ମୁତାବକ ସନ୍ତେଷ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଏହି ମିଲ କୁ ଗାଁ ର ମଝି ରେ ତିଆରି କରିଛନ୍ତି ଯାହା ଫଳ ରେ ଗାଁ ରେ ବସବାସ କରୁଥିବା ଲୋକେ ବହୁତ ହଇରାଣ ରେ ପଡିଛନ୍ତି। କାରଖାନା ରୁ ନିର୍ଗତ ଧୁଆ ଓ ଦୁଷିତ ପାଣି ସହ ହେଉଥିବା ଶବ୍ଦ ପ୍ରଦୂଷଣ ଲୋକ ଉପରେ ସିଧାସଳଖ ଭାବରେ ପଡୁଛି। ଗ୍ରାମ ବାସୀ ଏହି ମିଲ କୁ ସଂପୂର୍ଣ୍ଣ ଋପେ ବନ୍ଦ କରିବା ପାଇଁ ଅନେକ ଥର ଉପସ୍ଥିତ ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ ଶୁଣୁ ନଥିବାଇ ଅଭିଯେଗ ଆସିଛି। ଜାହା ଫଳରେ ଆଜି ଗାଁ ର ମହିଳା ପୁରୁଷ ଏକତ୍ର ହୋଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମୁଖ ରେ ଧାରଣା ରେ ବସିଛନ୍ତି। ଯଥା ଶୀଘ୍ର ଯଦି ଏହା ଉପରେ କାର୍ଯ୍ୟ ଅନୁଷ୍ଠାନ ନିଆ ନ ଯାଏ ଗ୍ରାମ ବାସୀ ଆଗାମୀ ଦିନ ରେ ଆହୁରି ଆନ୍ଦେଳନ କରିବେ ବୋଲି ପ୍ରକାଶ କରିଛନ୍ତି।

ବାଇଟ- ସୁନଲତା ସେଠି , ସମ୍ପାଦିକା, ଜାତୀୟ ଦଳିତ ଆଦିବାସୀ ମହିଳା ମୋର୍ଚ୍ଚା।
ବାଇଟ - ବିଜୟ କୁମାର ଭୋଇ, ସଭାପତି, ଜାତୀୟ ଆଦିବାସୀ ଓ ଜନଜାତି ସଙ୍ଘ

Body:ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମୁଖ ରେ ଧାରଣା ରେ ବସିଲେ ଶହ ଶହ ଆଦିବାସୀ ମହିଳା

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.