ଭୁବନେଶ୍ବର : ପଦ୍ମଭୂଷଣ ପ୍ରଫେସର ମନୋଜ ଦାସଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ଅଧିକ ଅନୁସନ୍ଧାନ କରିବା ଲାଗି ପଣ୍ଡିଚେରୀ ଗଲା ରାଜ୍ୟ ସରକାରଙ୍କ ଏକ ଟିମ । ବିରଞ୍ଚି ନାରାୟଣ ମହାପାତ୍ର ପଣ୍ଡିଚେରୀରେ ପହଞ୍ଚି ମନୋଜଙ୍କ ସ୍ବାସ୍ଥ୍ୟ ବସ୍ଥା ବିଷୟରେ ପଚାରି ବୁଝିବା ସହ ସେଠାକାର ଡାକ୍ତରୀ ଟିମ ସହ ଆଲୋଚନା କରିଛନ୍ତି ।
ଏନେଇ ଅପରାହ୍ନରେ ରାଜ୍ୟ ସରକାରଙ୍କୁ ବିସ୍ତୃତ ରିପୋର୍ଟ ଦେବେ । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ସିଭିକେ ମହାନ୍ତି । ଯଦି ସେହି ମେଡିକାଲ କର୍ତ୍ତୁପକ୍ଷ ଡାକ୍ତର ବିରଞ୍ଚିଙ୍କୁ ଅନୁମତି ଦିଅନ୍ତି ସେ ମଧ୍ୟ ମନୋଜଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିପାରିବେ ।
ଭୁବନେଶ୍ବରରୁ ତପନ ଦାସ , ଇଟିଭି ଭାରତ