ETV Bharat / city

ନନ୍ଦନକାନନରେ ଆଖିବୁଜିଲା କୃଷ୍ଣସାର ମୃଗ

ନନ୍ଦନକାନନରେ ପୁଣି ଏକ କୃଷ୍ଣସାର ମୃଗର ମୃତ୍ୟୁ । ତେବେ କୃଷ୍ଣସାର ମୃଗ କିଭଳି ମୃତ୍ୟୁବରଣ କରିଛି ସେନେଇ ରିପୋର୍ଟକୁ ଅପେକ୍ଷା କରିଥିବା ନନ୍ଦନକାନନର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅଧିକ ପଢନ୍ତୁ...

a deer dies in nandan kanan zoo
ନନ୍ଦନକାନନରେ ଆଖିବୁଜିଲା କୃଷ୍ଣସାର ମୃଗ
author img

By

Published : Nov 29, 2020, 8:18 PM IST

ଭୁବନେଶ୍ବର: ନନ୍ଦନକାନନରେ ଆଖିବୁଜିଲା କୃଷ୍ଣସାର ମୃଗ । ତେବେ ପୁଣି ଥରେ ଏକ କୃଷ୍ଣସାର ମୃଗର ମୃତ୍ୟୁ କିଭଳି ଘଟିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ସୂଚନାମୁତାବକ, ମୃଗଟି କିଛି ଦିନ ହେଲା ଅସୁସ୍ଥ ଥିଲା। 65 ନମ୍ବର ଏନକ୍ଲୋଜରରେ ତା’ର ମୃତ୍ୟୁ ଘଟିଛି।

ଅନ୍ୟପଟେ ବର୍ତମାନ ସୁଦ୍ଧା ପୁରୁଷ କୃଷ୍ଣସାର ମୃଗ 12 ଜଣ ରହିଥିବା ବେଳେ ଫିମେଲ ମୃଗ 17 ଜଣ ଓ ଛୋଟ ଛୁଆ 10 ଜଣ ରହିଛନ୍ତି। ତେବେ କୃଷ୍ଣସାର ମୃଗ କିଭଳି ମୃତ୍ୟୁବରଣ କରିଛି ସେନେଇ ରିପୋର୍ଟକୁ ଅପେକ୍ଷା କରିଥିବା ନନ୍ଦନକାନନର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.