ETV Bharat / city

‘କଲାମଙ୍କ ପାଇଁ ଗୋଟିଏ ଦିନ’

author img

By

Published : Oct 15, 2019, 3:49 PM IST

Updated : Oct 15, 2019, 5:05 PM IST

ଭୁବନେଶ୍ବରର ଜୟଦେବ ଭବନଠାରେ ଶୈଶବ ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ‘ଗୋଟିଏ ଦିନ କଲାମଙ୍କ ପାଇଁ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

‘କଲାମଙ୍କ ପାଇଁ ଗୋଟିଏ ଦିନ’

ଭୁବନେଶ୍ବର: ଆଜି ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମିସାଇଲମ୍ୟାନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜନ୍ମଦିନ। ତାଙ୍କର ଏହି ଜନ୍ମଦିବସରେ କଲାମଙ୍କ ସତେଜ ଅନୁଭୂତି ସମ୍ପର୍କରେ ସ୍ମୃତି ଉଚ୍ଚାରଣ କରାଯାଇଛି ।

ଭୁବନେଶ୍ବରର ଜୟଦେବ ଭବନଠାରେ ଶୈଶବ ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ‘ଗୋଟିଏ ଦିନ କଲାମଙ୍କ ପାଇଁ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯେଉଁଥିରେ ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏଥିରେ 12 ଜଣ ପ୍ରତିଭାଶୀଳ ବ୍ୟକ୍ତିଙ୍କୁ ଏପିଜେ ଅବଦୁଲ କଲାମ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଅବସରରେ ଶ୍ରୀ ପାତ୍ର କଲାମଙ୍କ ଦେଶ ପାଇଁ ଅବଦାନ ଓ ଶିଶୁମାନଙ୍କୁ ତାଙ୍କର ପ୍ରେରଣା ସର୍ବଦା ଉତ୍ସାହିତ କରିବ ବୋଲି କହିଛନ୍ତି ।

‘କଲାମଙ୍କ ପାଇଁ ଗୋଟିଏ ଦିନ’

ସମ୍ମାନିତ ଅତିଥିଭାବେ ନାଇଜରର କୁଳସଚିବ ଡ଼ଃ ଅଭୟ କୁମାର ନାୟକ ଏବଂ ଶ୍ରୀ ଗୋବିନ୍ଦ ରଥ, ସଂସ୍ଥାର ସମ୍ପାଦିକା ବୀଣାପାଣି ଜୟସିଂ, ମୁଖ୍ୟ ବକ୍ତା ମନୋଜ କୁମାର ମହାପାତ୍ର ପ୍ରମୁଖ କଲାମଙ୍କ ଜୀବନୀ ବିଷୟରେ ଆଲୋକପାତ କରିଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆଜି ହେଉଛି ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମିଜାଇଲମ୍ୟାନ ଡକ୍ଟର ଏପିଜେ ଅବଦୁଲ କାଲାମ ଙ୍କ ଜନ୍ମଦିନ।ତାଙ୍କର ଏହି ଜନ୍ମଦିନରେ ତାଙ୍କ ର ସେହି ସତେଜ ଅନୁଭୂତି ସମ୍ପର୍କରେ ସ୍ମୃତି ଉଚ୍ଚାରଣ କରାଯାଇଛି।

Body:ସ୍ଥାନୀୟ ଜୟଦେବ ଭବନ ଠାରେ ଶୈଶବ ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ଗୋଟିଏ ଦିନ କାଲାମ ପାଇଁ ଆୟୋଜନ କରାଯାଇଥିଲା।ଯେଉଁଥିରେ ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ 12ଜଣ ପ୍ରତିଭାବାନ ବ୍ୟକ୍ତିଙ୍କୁ ଏପିଜେ ଅବଦୁଲ କାଲାମ ସମ୍ମାନିତ କରାଯାଇଛି।ଏହି ଅବସରରେ ଶ୍ରୀ ପାତ୍ର କାଲାମ ଙ୍କ ଦେଶ ପାଇଁ ଅବଦାନ ଓ ଶିଶୁମାନଙ୍କୁ ତାଙ୍କର ପ୍ରେରଣା ସର୍ବଦା ଉତ୍ସାହିତ କରିବ ବୋଲି କହିଛନ୍ତି।
ସମ୍ମାନିତ ଅତିଥିଭାବେ ନାଇଜର ର କୁଳସଚିବ ଡ଼ଃ ଅଭୟ କୁମାର ନାୟକ ଏବଂ ଶ୍ରୀ ଗୋବିନ୍ଦ ରଥ,ସଂସ୍ଥାର ସମ୍ପାଦିକା ବୀଣାପାଣି ଜୟସିଂ ମୁଖ୍ୟ ବକ୍ତା ଶ୍ରୀ ମନୋଜ କୁମାର ମହାପାତ୍ର ପ୍ରମୁଖ କାଲାମଙ୍କ ଜୀବନୀ ବିଷୟରେ ଆଲୋକପାତ କରିଥିଲେ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
Last Updated : Oct 15, 2019, 5:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.