ETV Bharat / city

ପୁରନ୍ଦେଶ୍ବରୀଙ୍କ ଅଭିଯୋଗର ଜବାବ ରଖିଲେ ବିଜେଡି ମୁଖପାତ୍ର - Purundeshwari's allegations on BJD

ମାହାଙ୍ଗା ବିଜେପି କର୍ମୀ ଡବଲ ମର୍ଡର ମାମଲାରେ ରାଜ୍ୟର ଶାସକ ଦଳର ଆଇନ ଶୃଙ୍ଖଳା ନେଇ ପ୍ରଶ୍ନ ଉଠାଇଥିଲେ । ଯାହାର ଜବାବ ଦେଇଛନ୍ତି ବିଜେଡି ମୁଖପାତ୍ର ।

ଜବାବ ରଖିଲେ ବିଜେଡି ମୁଖପାତ୍ର
ଜବାବ ରଖିଲେ ବିଜେଡି ମୁଖପାତ୍ର
author img

By

Published : Jan 7, 2021, 7:19 PM IST

ଭୁବନେଶ୍ବର: ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ବରୀଙ୍କ ଅଭିଯୋଗର ଜବାବ ରଖିଲେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ମାହାଙ୍ଗା ବିଜେପି କର୍ମୀ ଡବଲ ମର୍ଡର ମାମଲାରେ ରାଜ୍ୟର ଶାସକ ଦଳର ଆଇନ ଶୃଙ୍ଖଳା ନେଇ ପ୍ରଶ୍ନ ଉଠାଇଥିଲେ । ଯାହାର ଜବାବ ଦେଇଛନ୍ତି ବିଜେଡି ମୁଖପାତ୍ର ।

ଜବାବ ରଖିଲେ ବିଜେଡି ମୁଖପାତ୍ର

ସସ୍ମିତ ପାତ୍ର ଉତ୍ତର ଦେବାକୁ ଯାଇ କହିଛନ୍ତି ଯେ, ପୁରନ୍ଦେଶ୍ବରୀ ବୋଧେ ଅବଗତ ନାହାଁନ୍ତି, 48 ଘଣ୍ଟା ଭିତରେ ମାହାଙ୍ଗା ଡବଲ ମର୍ଡର ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଛି । ହିଂସା ବିରୋଧରେ ବିଜୁ ଜନତା ଦଳ ଜିରୋ ଟଲରାନ୍ସ ନୀତି ରହିଛି । ସେଇଟା ବୋଧେ ପୁରନ୍ଦେଶ୍ବରୀ ଜାଣି ନାହାଁନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.