ETV Bharat / city

ଦିନକରେ ରାଜ୍ୟରୁ ଚିହ୍ନଟ ହେଲେ 8399 ଆକ୍ରାନ୍ତ, ଖୋର୍ଦ୍ଧାରେ ସର୍ବାଧିକ - corona report

ଆଜି ରାଜ୍ୟରୁ 8399 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦିନକରେ ରାଜ୍ୟରୁ ଚିହ୍ନଟ ହେଲେ 8399 ଆକ୍ରାନ୍ତ, ଖୋର୍ଦ୍ଧାରେ ସର୍ବାଧିକ

author img

By

Published : Jun 2, 2021, 9:01 AM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣରେ ଲାଗୁନି ବ୍ରେକ । ଦୈନିକ ସଂକ୍ରମଣ 8 ହଜାରରୁ ଊର୍ଦ୍ଧ୍ବ ରହୁଥିବା ବେଳେ ଗତ 24 ଘଣ୍ଟାରେ ଚିହ୍ନଟ ହୋଇଛନ୍ତି 8399 ଆକ୍ରାନ୍ତ । ସେଥିରୁ କ୍ବାରେଣ୍ଟାଇନ ସେଣ୍ଟରରୁ 4741 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟରୁ 3658 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିବି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନଜର ପକାନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନୁଗୋଳରୁ 468, ବାଲେଶ୍ବରରୁ 240, ବରଗଡରୁ 189, ଭଦ୍ରକରୁ 147, ବଲାଙ୍ଗୀରରୁ 116, ବୌଦ୍ଧରୁ 166, କଟକରୁ 766, ଢେଙ୍କାନାଳରୁ 451, ଗଜପତିରୁ 80, ଗଞ୍ଜାମରୁ 65, ଜଗତସିଂହପୁରରୁ 269, ଯାଜପୁରରୁ 514, ଝାରସୁଗୁଡାରୁ 53, କଳାହାଣ୍ଡିରୁ 190, କନ୍ଧମାଳରୁ 95, କେନ୍ଦ୍ରାପଡାରୁ 210, କେନ୍ଦୁଝରରୁ 186, ଖୋର୍ଦ୍ଧାରୁ 1102, କୋରାପୁଟରୁ 178, ମାଲକାନଗିରିରୁ128, ମୟୂରଭଞ୍ଜ 485, ନବରଙ୍ଗପୁରରୁ 200, ନୟାଗଡରୁ 223, ନୂଆପଡାରୁ 34, ପୁରୀରୁ 475, ରାୟଗଡାରୁ 292, ସମ୍ବଲପୁରରୁ 191, ସୋନପୁରରୁ 143, ସୁନ୍ଦରଗଡରୁ 477 ଓ ଷ୍ଟେଟପୁଲରୁ 185 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.