ETV Bharat / city

ରାଜ୍ୟରେ କମୁଛି ସଂକ୍ରମଣ, ଗୋଟିଏ ଦିନରେ 749 କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Nov 16, 2020, 11:33 AM IST

ରାଜ୍ୟରେ ଧିରେ ଧିରେ ତଳ ମୁହାଁ ହେଉଛି କୋରୋନା ଗ୍ରାଫ। କମୁଛି ସଂକ୍ରମଣ ସଂଖ୍ୟା । ଅଧିକ ପଢନ୍ତୁ...

ରାଜ୍ୟରେ କମୁଛି ସଂକ୍ରମଣ, ଗୋଟିଏ ଦିନରେ 749 କୋରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ କମୁଛି ସଂକ୍ରମଣ, ଗୋଟିଏ ଦିନରେ 749 କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ସଂକ୍ରମଣ । ଆଜି ଦିନକରେ 749 ଆକ୍ରାନ୍ତ ଚିହ୍ନଟ। 30 ଟି ଜିଲ୍ଲାରେ 749 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ରାଜ୍ୟରେ 3 ଲକ୍ଷ ଛୁଇଁଛି ସଂକ୍ରମଣ।

ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 437 ଚିହ୍ନଟ ହୋଇଥିବା ବେଳେ, 312 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ଅନୁଗୋଳରୁ 45, ବାଲେଶ୍ବରରୁ 38, ବରଗଡରୁ 24, ଭଦ୍ରକରୁ 15, ବଲାଙ୍ଗିରି 24, କଟକରେ 37, ଢେଙ୍କାନାଳରୁ 31, ଗଞ୍ଜାମ 7, ଗଜପତି 5, ଦେବଗଡ 2, ଜଗତସିଂହପୁର48, ଯାଜପୁର 18, ଝାରସୁଗୁଡା 24, କଳାହାଣ୍ଡିରୁ 14, କନ୍ଧମାଳରୁ 7, କେନ୍ଦ୍ରାପଡାରୁ 30, କେନ୍ଦୁଝରରୁ 41, କୋରାପୁଟରୁ 3, ମାଲକାନଗିରି 10 , ମୟୂରଭଞ୍ଜ 78, ନବରଙ୍ଗପୁର 17, ନୟାଗଡ 6 , ନୂଆପଡା 14, ପୁରୀ 15, ରାୟଗଡା 2, ସମ୍ବଲପୁରରୁ 28, ସୋନପୁର 2, ସୁନ୍ଦରଗଡ 55, ଷ୍ଟେଟ ପୋଲ 21।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 3 ଲକ୍ଷ 09 ହଜାର 408ରେ ପହଞ୍ଚିଥିବାବେଳେ, ସୁସ୍ଥ ହୋଇଛନ୍ତି 2 ଲକ୍ଷ 97 ହଜାର 862 ଜଣ । ବର୍ତ୍ତମାନ ସକ୍ରିୟ ଅଛନ୍ତି 9 ହଜାର 950। ତେବେ ରାଜ୍ୟରେ ମୋଟ 52 ଲକ୍ଷ 94 ହଜାର 726ଟି ଟେଷ୍ଟ ସରିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.