ETV Bharat / city

ରାଜ୍ୟ ବିଜେପି କାର୍ଯ୍ୟାଳୟରେ 71ତମ ସାଧାରଣତନ୍ତ୍ର ଦିବସ ପାଳିତ - ସାଧାରଣତନ୍ତ୍ର ଦିବସ ପାଳିତ

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବହୁ ଆଡମ୍ବର ଭାବେ ଦେଶର 71ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ରାଜ୍ୟ ବିଜେପିର ନୂତନ ସଭାପତି ସମୀର ମହାନ୍ତି ପତାକା ଉତ୍ତୋଳନ କରିଛନ୍ତି। ଅଧିକ ପଢନ୍ତୁ...

ରାଜ୍ୟ ବିଜେପି କାର୍ଯ୍ୟାଳୟରେ 71ତମ ସାଧାରଣତନ୍ତ୍ର ଦିବସ ପାଳିତ

author img

By

Published : Jan 26, 2020, 8:56 AM IST

Updated : Jan 26, 2020, 1:07 PM IST

ଭୁବନେଶ୍ବର: ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବହୁ ଆଡମ୍ବର ଭାବେ ଦେଶର 71ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ରାଜ୍ୟ ବିଜେପିର ନୂତନ ସଭାପତି ସମୀର ମହାନ୍ତି ପତାକା ଉତ୍ତୋଳନ କରିଛନ୍ତି। ଏହା ପରେ ସାମୂହିକ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ 71ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଦଳର ବରିଷ୍ଠ ନେତା ସଜ୍ଜନ ଶର୍ମା, ପୁର୍ଣ୍ଣ ମଲ୍ଲିକ, କାଳନ୍ଦୀ ସାମଲ, ଅନ୍ୟାନ୍ୟ ନେତୃବୃନ୍ଦ ଓ ଶତାଧିକ କର୍ମୀ ଉପସ୍ଥିତ ରହିଥିଲେ ।

‘ଓଡିଶା ପାଇଁ ମୋଦିଙ୍କ ଅନ୍ତରିକତା ଓ ଭଲପାଇବା ରହିଛି’

ଦେଶର ବଡ ପର୍ବ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଓଡ଼ିଶାର ପ୍ରତିଭାକୁ ସମ୍ମାନ ଦେଇଛନ୍ତି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ। ରାଜ୍ୟର ବଳିଷ୍ଠ ପ୍ରତିଭାଙ୍କୁ ପଦ୍ମ ପୁରସ୍କାରରେ ପୁରସ୍କୃତ କରିଛନ୍ତି, ଯାହା ପ୍ରଧାନମନ୍ତ୍ରୀଙ୍କ ଓଡିଶା ପ୍ରତି ଭଲ ପାଇବା, ଓଡ଼ିଶାର ବିକାଶ ପ୍ରତି ଆନ୍ତରିକତାର ପ୍ରମାଣ କରିଛି ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 130କୋଟି ଭାରତବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଥିବା କହିଛନ୍ତି ସମୀର ମହାନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Intro:ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାଧାରଣ ତନ୍ତ୍ର ଦିବସ ପାଳିତ।

Body:ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାଧାରଣ ତନ୍ତ୍ର ଦିବସ ପାଳିତ।ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପତାକା ଉତ୍ତୋଳନ କଲେ।ଦଳର ବରିଷ୍ଠ ନେତା ସଜ୍ଜନ ଶର୍ମା, ପୁର୍ଣ ମଲ୍ଲିକ, କାଳନ୍ଦୀ ସାମଲ ଓ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ।

Conclusion:
Last Updated : Jan 26, 2020, 1:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.