ETV Bharat / city

ଓଡିଶାରେ ଅଛନ୍ତି 706 ଚିତାବାଘ

author img

By

Published : Dec 21, 2020, 7:10 PM IST

ଚଳିତ ବର୍ଷର ଚିତାବାଘ ଗଣନାର ରିପୋର୍ଟ ପ୍ରକାଶ ପାଇଛି । ବର୍ତ୍ତମାନ ଦେଶରେ 12 ହଜାର 852 ଚିତା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଓଡିଶାରେ ଅଛନ୍ତି 706 ଚିତାବାଘ
ଓଡିଶାରେ ଅଛନ୍ତି 706 ଚିତାବାଘ

ଭୁବନେଶ୍ବର: ଚଳିତ ବର୍ଷର ଚିତାବାଘ ଗଣନାର ରିପୋର୍ଟ ପ୍ରକାଶ ପାଇଛି । ଭାରତ ସରକାରଙ୍କ ଦ୍ବାରା ଏହି ରିପୋର୍ଟ ପ୍ରକାଶିତ ହୋଇଛି । ଦେଶରେ 6 ବର୍ଷ ମଧ୍ୟରେ 60 ପ୍ରତିଶତ ଚିତାଙ୍କ ସଂଖ୍ୟା ବଢିଛି ।

ଓଡିଶାରେ ଅଛନ୍ତି 706 ଚିତାବାଘ
ଓଡିଶାରେ ଅଛନ୍ତି 706 ଚିତାବାଘ

ଆଜି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭେଡକର ଦେଶରେ ଥିବା ଚିତାସଂଖ୍ୟା ଷ୍ଟାଟସ ରିପୋର୍ଟ ଉନ୍ମୋଚନ କରିଛନ୍ତି । ଓଡିଶାରେ 760 ଚିତା ଚିହ୍ନଟ କରାଯାଇଛି । ବର୍ତ୍ତମାନ ଦେଶରେ 12 ହଜାର 852 ଚିତା ଦେଖିବା ନେଇ ଏହି ଷ୍ଟାଟସ ରିପୋର୍ଟରେ ଦର୍ଶାଯାଇଛି । ସବୁଠାରୁ ଅଧିକ ବାଘ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି । ଏଠାରେ 3 ହଜାର 421 ଟି ବାଘ ଚିହ୍ନଟ ହୋଇଛି । କର୍ଣ୍ଣାଟକରେ 1783 ଓ ମହାରାଷ୍ଟ୍ରରେ 1690 ଟି ରହିଛନ୍ତି ବାଘ ।

ଓଡିଶାରେ ଅଛନ୍ତି 706 ଚିତାବାଘ
ଓଡିଶାରେ ଅଛନ୍ତି 706 ଚିତାବାଘ

ଦେଶରେ ଚିତାବାଘର ଆକଳନ ଅଲ ଇଣ୍ଡିଆ ଟାଇଗର ଏଷ୍ଟିମେସନର ପକ୍ଷରୁ କରାଯାଇଥିଲା । ଯାହାର ସବିଶେଷ ରିପୋର୍ଟ ଚଳିତ ବର୍ଷ ଗ୍ଲୋବାଲ ଟାଇଗର ଦିବସରେ ପ୍ରକାଶ ପାଇଥିଲା ଏବଂ 2019 ରେ ଗ୍ଲୋବାଲ ଟାଇଗର ଦିବସରେ ପ୍ରଧାନମନ୍ତ୍ରୀ ଦେଶକୁ ଘୋଷଣା କରିଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.