ETV Bharat / city

ପୋଲିସ ହକି ଚମ୍ପିଆନସିପ ଆରମ୍ଭ, ପଞ୍ଜାବ ଟିମରେ କ୍ୟାପଟେନ ମନପ୍ରୀତ - କଳିଙ୍ଗ ଷ୍ଟାଡିୟମରେ ପୋଲିସ ହକି ଚମ୍ପିଆନସିପ

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ୬୮ତମ ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପ୍। ଏହି ଟୁର୍ଣ୍ଣାମେଣ୍ଟରେ ୨୫ଟି ଟିମର ପ୍ରାୟ  ୫୦୦ ଖେଳାଳି ଯୋଗ ଦେଇଥିବାବେଳେ, ପଞ୍ଜାବ ପୋଲିସ ପକ୍ଷରୁ ଖେଳିପାରନ୍ତି ଭାରତୀୟ ହକି ଟିମର କ୍ୟାପଟେନ ମନପ୍ରୀତ ସିଂହ । ଅଧିକ ପଢନ୍ତୁ...

ପୋଲିସ ହକି ଚମ୍ପିଆନସିପ
ପୋଲିସ ହକି ଚମ୍ପିଆନସିପ
author img

By

Published : Dec 16, 2019, 6:31 PM IST

ଭୁବନେଶ୍ବର: ଆରମ୍ଭ ହୋଇଛି ୬୮ତମ ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପ୍। ଭୁବନେଶ୍ବର ୭ମ ବାଟାଲିୟନରେ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଛନ୍ତି ପୋଲିସ ଡିଜି ଆଇପିଏସ ଅଭୟ। ଏହି ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ସର୍ବଭାରତୀୟ ସ୍ତରରେ ୨୫ଟି ଟିମର ପ୍ରାୟ ୫୦୦ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଛନ୍ତି।

ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ୮ଟି ଟିମ୍ । ସଶସ୍ତ୍ର ସୀମା ବଳ ସହ ଗୁଜୁରାଟ ପୋଲିସ । ମଧ୍ୟପ୍ରଦେଶ ପୋଲିସ ସହ ଛତିଶଗଡ ପୋଲିସ। ତାମିଲନାଡ଼ୁ ପୋଲିସ ସହ ମଣିପୁର ପୋଲିସ ଓ ରାଜସ୍ଥାନ ପୋଲିସ ସହ ଉତ୍ତରାଖଣ୍ଡ ପୋଲିସ ହକି ଟିମର ମ୍ୟାଚ ରହିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ନକ ଆଉଟ ଭିତ୍ତିରେ ଖେଳାଯିବ ମ୍ୟାଚ । କ୍ବାଟରଫାଇନାଲ ଓ ସେମିଫାଇନାଲ ପରେ ୨୪ ତାରିଖରେ ଫାଇନାଲ ଖେଳାଯିବ । ପୋଲିସ ହକିର ଆକର୍ଷଣ ସାଜିବେ ଟିମ ଇଣ୍ଡିଆ ହକି କ୍ୟାପଟେନ ମନପ୍ରିତ ସିଂ । ପଞ୍ଜାବ ପୋଲିସ ପକ୍ଷରୁ ପ୍ରଥମ ମ୍ୟାଚ ଖେଳିବା ନେଇ ସମ୍ଭାବନା ରହିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଆରମ୍ଭ ହେଲା ପୋଲିସ ହକି ଚାମ୍ପିୟନସିପ,
ଖେଳିବେ ଭାରତିୟ ଟିମ କ୍ୟାପ୍ଟେନ ମନପ୍ରିତ

Body:

ଆରମ୍ଭ ହୋଇଛି ୬୮ତମ ସର୍ବଭାରତିୟ ପୋଲିସ ହକି ଚ୍ୟାମ୍ପିୟନସିପ।ଭୁବନେଶ୍ବର ୭ମ ବାଟାଲିୟନରେ ଉଦଘାଟନ କରିଛନ୍ତି ପୋଲିସ ଡିଜି।ସର୍ବଭାରତିୟ ସ୍ତରରେ ୨୫ ଟିମ ଅଁଶଗ୍ରହଣ କରିଥିବା ବେଳେ ୫୦୦ ଖେଳାଳି ଭାଗନେଇଛନ୍ତି।
ବାଇଟ-ଅଭୟ,ପୋଲିସ ଡିଜି

ତେବେ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ୮ଟି ଟିମ୍।ସଶସ୍ତ୍ର ସିମା ବଳ ସହ ଗୁଜୁରାଟ ପୋଲିସ।ସେହିପରି ମଧ୍ୟପ୍ରଦେଶ ପୋଲିସ ସହ ଛତିଶଗଡ ପୋଲିସ।ତାମିଲନାଡ଼ୁ ପୋଲିସ ସହ ମଣିପଙର ପୋଲିସ ଓ ରାଜସ୍ଥାନ ପୋଲିସ ସହ ଉତରାଖଣଡ଼ ପୋଲିସ।ନକ ଆଉଟ ଭିତିରେ ଖେଳାଯିବ ମ୍ୟାଚ।ପରେ କ୍ବାଟର ଓ ସେମିଫାଇନାଲ ପରେ ୨୪ ତାରିଖରେ ଫାଇନାଲ ଖେଳାଯିବ।
ବାଇଟ-ସୋମେନ୍ଦ୍ର ପ୍ରିୟଦର୍ଶି,ଆଇଜି,
ବାଇଟ-ଅମିତାଭ ଠାକୁର, ଆଇଜି

ତେବେ ପୋଲିସ ହକିର ଆକର୍ଷଣ ସାଜିଵେ ଟିମ ଇଣ୍ଡିଆ ହକି କ୍ୟାପ୍ଟେନ ମନପ୍ରିତ ସିଂ।ପଜାବ ପୋଲିସ ପକ୍ଷରୁ ପ୍ରଥମ ମ୍ୟାଚ ଖେଳିପାରନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.