ETV Bharat / city

5 ଟ୍ରିଲିୟନ ଡଲାର ଅର୍ଥନୀତି ପାଇଁ ଆଗେଇ ଆସିଲେ ଘରୋଇ ବ୍ୟାଙ୍କ

5 ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଞ୍ଚିବାକୁ ହେଲେ ପ୍ରତିବର୍ଷ ଆମ ଅର୍ଥନୀତିରେ 12 ପ୍ରତିଶତ ବୃଦ୍ଧି କରିବାକୁ ହେବ ବୋଲି ଏସବିଆଇ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ବରର ଏଜିଏମ ରବିନ କଲା କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 18, 2019, 11:31 PM IST

ଭୁବନେଶ୍ବର: 5 ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଞ୍ଚିବାକୁ ହେଲେ ପ୍ରତିବର୍ଷ ଆମ ଅର୍ଥନୀତିରେ 12 ପ୍ରତିଶତ ବୃଦ୍ଧି କରିବାକୁ ହେବ ବୋଲି ଏସବିଆଇ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ବରର ଏଜିଏମ ରବିନ କଲା କହିଛନ୍ତି । ଅର୍ଥନୀତିକୁ ସୁଦୃଢ କରିବାକୁ ପ୍ରଥମ ଥର ପାଇଁ ସମସ୍ତ ଘରୋଇ ବ୍ୟାଙ୍କମାନଙ୍କ ଦ୍ବାରା 17 ଓ 18 ତାରିଖ ଦୁଇ ଦିନ ଧରି ଆଞ୍ଚଳିକ ସ୍ତରରେ ଏକ ବୈଠକ ହୋଇଥିଲା ବୋଲି ସେ ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଭିନ୍ନ ବ୍ୟାଙ୍କରେ ଗତ 5 ବର୍ଷ ମଧ୍ୟରେ ହୋଇଥିବା କାରବାର ସଂପର୍କରେ ଆଲୋଚନା ହୋଇଥିଲା । ସେତେବେଳ ଆର୍ଥିକ ବ୍ୟବସ୍ଥା କିପରି ଥିଲା ଓ ବର୍ତ୍ତମାନ କିପରି ରହିଛି ତାହାକୁ ଗୁରୁତ୍ବ ଦେବାକୁ ଏହି ବୈଠକରେ ଆଲୋଚନା ହୋଇଥିଲା । ଡିଜିଟାଲ ପେମେଣ୍ଟର ବୃଦ୍ଧି ଭଳି ବିଭିନ୍ନ ପଦକ୍ଷେପ ନେବାକୁ ଏଥିରେ କୁହାଯାଇଥିଲା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
5 ଟ୍ରି ଲିୟନ ଡଲାର ଅର୍ଥବ୍ୟବସ୍ଥା ଆଡକୁ ଅଗ୍ରସର ବ୍ୟାଙ୍କ।

ବ୍ୟାଙ୍କରେ ବିଚାର ଓ ପ୍ରଦର୍ଶନ ର ସମୀକ୍ଷା ତଥା ରାଷ୍ଟ୍ରୀୟ ପ୍ରାଥମିକତା ର ଅନୁରୂପ। ପ୍ରଥମ ଥର ପାଇଁ ବ୍ୟାଙ୍କ ଦ୍ୱାରା ୧୭ଓ ୧୮ ଦୁଇ ଦିନ ଧରି ଆଞ୍ଚଳିକ ସ୍ଥାରରେ ଏକ ବୈଠକ ହୋଇଥିଲା। ଯେଉଇଁ ଥିରେ ଆଞ୍ଚଳିକ ସ୍ଥାରରେ ସମସ୍ତ ବ୍ୟାଙ୍କ ର ଶାଖା ଭାଗ ନେଇଥିଲେ।

Body:

ବ୍ୟାଙ୍କିଙ୍ଗ କ୍ଷତ୍ରରେ ପୂର୍ବ ଓ ରଣନୀତି କକ୍ଷତ୍ରରେ କିଭଳି ଭାବରେ ଲୋକମାନଙ୍କ ପାଖ ରେ ପହଁଚିବ ସେ ନେଇ ଆଞ୍ଚଳିକ ସ୍ଥାରରେ ବୈଠକ ମାଧ୍ୟମରେ ବିଚାର କରାଯାଇଥିଲା। ଏହି ବୈଠକରେ ଅର୍ଥବ୍ୟବସ୍ଥା ର ବିଭିନ୍ନ ବିଭାଗର ଋଣ ବଢାଇବା, ଯାନ୍ତ୍ରିକ ବିଜ୍ଞାନ ର ପ୍ରୟୋଗ କରି ବରିଷ୍ଠ ନାଗରିକ, ଚାଷୀ, ଛୋଟ ବ୍ୟବସାୟୀ, ଯୁବ, ଛାତ୍ର, ଏବଂ ମହିଳା ମାନଙ୍କର ଚାହିଦା ଅନୁରୂପ ବ୍ୟାଙ୍କିଗ କୁ ନାଗରିକ କେନ୍ଦ୍ରିତ କରିବା ଉପରେ ଆଲୋଚନା କରାଯାଇଛି।

ବ୍ୟାଙ୍କିଙ୍ଗ କ୍ଷତ୍ରରେ ବିଭିନ୍ନ ପ୍ରତିଯୋଗିତାରେ ଆହ୍ବାନ କୁ ଦୃଷ୍ଟିରେ ରଖି ବିଶେଷଜ୍ଞ ମାନଙ୍କ ଦ୍ୱାରା ବିଶେଷକରି 9 ଟି ଉପରରେ ଆଲୋଚନା କରାଯାଉଛି। 1. ଡିଜିଟାଲ ପେମେଂଟର ବୃଦ୍ଧି, ସାର୍ବଜନିକ କ୍ଷତ୍ରରେ ବ୍ୟାଙ୍କରେ କାର୍ପେରେଟ ଶାସନ, ଭାରତର ଏମ ଏସ ଏମ ଇ ପାଇଁ ଋଣ, ପିଏସବି ମାନଙ୍କରେ ପ୍ରାଦ୍ୟୋଗୀକର ଉପଭୋଗ, ଖୁଚୁରା ଉଧାର, କୃଷି ଋଣ, ରପ୍ତାନୀ ଋଣ ଆଦି କ୍ଷେତ୍ରରେ 5 ଟ୍ରି ଲିୟନ ଅର୍ଥ ବ୍ୟବସ୍ଥା ପାଇଁ ବ୍ୟାଙ୍କ ଋଣ କୁ ସମାକ୍ଷକ ହୋଇପାରିବ।

ବbyte ରବିନ କଲା, ଏସଜିଏମ, ଏସବିଆଇ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.