ETV Bharat / city

ପୁଣି କୋରୋନା ନେଲା 58 ଜୀବନ

author img

By

Published : Jul 10, 2021, 10:04 AM IST

ଆଜି(ଶନିବାର) ଗୋଟିଏ ଦିନରେ ରାଜ୍ୟରେ 58 ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 4534କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ପୁଣି କୋରୋନା ନେଲା 58 ଜୀବନ
ପୁଣି କୋରୋନା ନେଲା 58 ଜୀବନ

ଭୁବନେଶ୍ବର: ରାଜ୍ୟରେ କୋରୋନା ମୃତ୍ୟୁରେ ଲାଗୁନି ବ୍ରେକ । ଆଜି(ଶନିବାର) ଗୋଟିଏ ଦିନରେ ରାଜ୍ୟରେ 58 ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 4534କୁ ବୃଦ୍ଧି ପାଇଛି ।

ଶନିବାର ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ 11ଜଣଙ୍କ ଜୀବନ ନେଇଛି ମହାମାରୀ । ସେହିପରି ବରଗଡରେ ଏବଂ ପୁରୀ ଜିଲ୍ଲାରେ 7ଜଣ ଲେଖାଏଁ, ଗଞ୍ଜାମ ଓ ସୁନ୍ଦରଗଡରୁ 6 ଜଣ ଲେଖାଏଁ, ସମ୍ବଲପୁରରୁ 4ଜଣ, ଭୁବନେଶ୍ବରରୁ 6 ଜଣ, କେନ୍ଦ୍ରାପଡାରୁ 3 ଜଣ, କଟକ ଓ ଢେଙ୍କାନାଳରୁ 2 ଜଣ ଲେଖାଏଁ, କେନ୍ଦୁଝର ଏବଂ ନୟାଗଡରୁ 2 ଜଣ ଲେଖାଏଁ, ଅନୁଗୋଳ, ଗଜପତି, ଝାରସୁଗୁଡା, କଳାହାଣ୍ଡି, ଯାଜପୁରରୁ ଏବଂ ମୟୂରଭଞ୍ଜରୁ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.