ETV Bharat / city

ଓଡ଼ିଶାକୁ କେନ୍ଦ୍ରର 500 କୋଟିର ପ୍ୟାକେଜ - ଓଡ଼ିଶାକୁ 500 କୋଟିର

500-crore-send-by-center
500-crore-send-by-center
author img

By

Published : May 22, 2020, 6:05 PM IST

Updated : May 22, 2020, 6:51 PM IST

18:01 May 22

500 କୋଟିର ପ୍ୟାକେଜ

ଓଡ଼ିଶାକୁ କେନ୍ଦ୍ରର 500 କୋଟିର ପ୍ୟାକେଜ

ଭୁବନେଶ୍ବର: ଅମ୍ଫାନ କ୍ଷୟକ୍ଷତି ଆକଳନ କରିବା ପରେ ରାଜ୍ୟକୁ ପ୍ୟାକେଜ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟକୁ ଅମ୍ଫାନ କ୍ଷୟକ୍ଷତି ବାବଦରେ 500 କୋଟିର ଆଗୁଆ ପ୍ୟାକେଜ ଘୋଷଣା କରିଛନ୍ତି ମୋଦି । ମୃତକଙ୍କୁ 2 ଲକ୍ଷ ଏବଂ ଆହତଙ୍କୁ 50 ହଜାର ଟଙ୍କାର ଅନୁକମ୍ଫା ପ୍ରଦାନ ପାଇଁ ମଧ୍ୟ ଘୋଷଣା କରିଛନ୍ତି ମୋଦି ।

ଆମେ ଓଡ଼ିଶା ସହ ଅଛୁ । କାନ୍ଧରେ କାନ୍ଧ ମିଳାଇ ରାଜ୍ୟ ସରକାର ସହ କେନ୍ଦ୍ର ସରକାର ଚାଲିବେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ସେହିପରି ମୋଦି କହିଛନ୍ତି, ଏହି ପ୍ୟାକେଜ ଆଗୁଆ ପ୍ରଦାନ କରାଯାଇଛି । ପରେ କେନ୍ଦ୍ରୀୟ ଟିମ ସ୍ଥିତି ଅନୁଧ୍ୟାନ କରିସାରିଲା ପରେ କ୍ଷୟକ୍ଷତି ପ୍ୟାକେଜ କେନ୍ଦ୍ର ପ୍ରଦାନ କରିବ ।  

ଅପରାହ୍ନ 3 ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ ପହଁଚିଥିଲେ ପ୍ରଧାନମନ୍ତ୍ରୀ । ପରେ ହେଲିକପ୍ଟର ଯୋଗେ ଅମ୍ଫାନ ପ୍ରଭାବିତ ଅଞ୍ଚଳକୁ ଆକାଶ ମାର୍ଗରେ ବୁଲି ଦେଖିଥିଲେ । ତାଙ୍କ ସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଦୁଇ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ । 

Last Updated : May 22, 2020, 6:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.