ETV Bharat / city

ବଦଳିଲା କଣ୍ଟ୍ରାକ୍ଟଚ୍ୟୁଆଲ ସର୍ଭିସ ରୁଲ, ମିଳିବ 50 ପ୍ରତିଶତରୁ ଊର୍ଦ୍ଧ୍ବ ଦରମା - ବଦଳିଲା ଠିକା କର୍ମଚାରୀ ସର୍ଭିସ ରୁଲ, ହେଲା ପ୍ରାରମ୍ଭିକ ନିଯୁକ୍ତି

କ୍ୟାବିନେଟ ବୈଠକରେ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ବଦଳିଲା ସରକାରୀ ଠିକା କର୍ମଚାରୀ ସର୍ଭିସ ରୁଲ । ହେଲା ସରକାରଙ୍କ ପ୍ରାରମ୍ଭିକ ନିଯୁକ୍ତି । ଅଧିକ ପଢନ୍ତୁ...

50% salary hike of contractual employee declared by state govt
ବଦଳିଲା ଠିକା କର୍ମଚାରୀ ସର୍ଭିସ ରୁଲ, ହେଲା ପ୍ରାରମ୍ଭିକ ନିଯୁକ୍ତି
author img

By

Published : Oct 11, 2021, 2:41 PM IST

Updated : Oct 11, 2021, 3:37 PM IST

ଭୁବନେଶ୍ବର: କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ବଦଳିଲା ଠିକା କର୍ମଚାରୀ ସର୍ଭିସ ରୁଲ । ଏଥର ଠିକା ନିଯୁକ୍ତି ବଦଳରେ ହେଲା ପ୍ରାରମ୍ଭିକ ନିଯୁକ୍ତି ।

ବଦଳିଲା କଣ୍ଟ୍ରାକ୍ଟଚ୍ୟୁଆଲ ସର୍ଭିସ ରୁଲ, ମିଳିବ 50 ପ୍ରତିଶତରୁ ଊର୍ଦ୍ଧ୍ବ ଦରମା

ବଦଳିଲା କଣ୍ଟ୍ରାକ୍ଟଚ୍ୟୁଆଲ ସର୍ଭିସ ରୁଲ । କଣ୍ଟ୍ରାକ୍ଟଚ୍ୟୁଆଲ ସର୍ଭିସ ନୁହେଁ, ପ୍ରାରମ୍ଭିକ ନିଯୁକ୍ତି । ଏହି ନିୟମ ଅନୁସାରେ ଏଣିକି ପ୍ରଥମ ବର୍ଷରୁ ଯେତିକି ଦରମା ମିଳୁଥିଲା ତାହାର 50 ପ୍ରତିଶତ ଅଧିକ ଦରମା ମିଳିବ । ଏନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ସରକାରଙ୍କୁ ପ୍ରତି ବର୍ଷ ଅଧିକ 250 କୋଟି ବ୍ୟୟ କରିବେ । ସେମାନେ ମେଡ଼ିକାଲ ଟ୍ରିଟମେଣ୍ଟର ସୁବିଧା ପାଇପାରିବେ । ଚାକିରୀର ପ୍ରଥମବର୍ଷରୁ ସରକାରଙ୍କୁ ନୂଆ ନିୟମ ଲାଗୁ କରାଯିବ ।

ସୂଚନାଥାଉକି ସରକାର ରାଜ୍ୟର ବିଭିନ୍ନ ବିଭାଗରେ ଠିକା ମାଧ୍ୟମରେ ନିଯୁକ୍ତି ଦେଉଛନ୍ତି । ଏହି ଠିକା ପ୍ରଥା ଦ୍ବାରା ଦୀର୍ଘ ଦିନ ଧରି ଠିକା କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ । ବର୍ତମାନ ସରକାର ଏହି ବ୍ୟବସ୍ଥାକୁ ପରିବର୍ତ୍ତନ କରିଛନ୍ତି। ଯାହା ଫଳରେ ରାଜ୍ୟର ବିଭିନ୍ନ ସରକାରୀ ବିଭାଗରେ ନିଯୁକ୍ତ ପାଇଥିବା ଠିକା କର୍ମଚାରୀ ମାନେ ଏହା ଦ୍ବାର ଉପକୃତ ହୋଇପାରିବେ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

Last Updated : Oct 11, 2021, 3:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.