ETV Bharat / city

କମୁଛି ମୃତ୍ୟୁ ସଂଖ୍ୟା, ଦିନକରେ 5 ଜୀବନ ନେଲା କୋରୋନା

author img

By

Published : Dec 9, 2020, 1:37 PM IST

ରାଜ୍ୟରେ ହ୍ରାସ ପାଉଛି କୋରୋନା ମୃତ୍ୟୁ ସଂଖ୍ୟା । ଦିନକରେ 5 ମୁଣ୍ଡ ନେଲା କୋରୋନା । ଅଧିକ ପଢନ୍ତୁ...

କମୁଛି ମୃତ୍ୟୁ ସଂଖ୍ୟା
କମୁଛି ମୃତ୍ୟୁ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ହ୍ରାସ ପାଉଛି କୋରୋନା ମୃତ୍ୟୁ ସଂଖ୍ୟା । ଦିନକରେ 5 ଜଣଙ୍କ ଯାଇଛି ଜୀବନ । ଫଳରେ ମୋଟ ମୃତ୍ୟୁ ସଂଖ୍ୟା 1789କୁ ବୃଦ୍ଧି ପାଇଛି ।

ମୃତକଙ୍କ ମଧ୍ୟରେ ଭୁବନେଶ୍ବରର 74 ବର୍ଷର ପୁରୁଷ ଓ 49 ବର୍ଷର ମହିଳାଥିବାବେଳେ ପୁରୀର 51 ବର୍ଷର ପୁରୁଷ ଓ 52 ବର୍ଷର ମହିଳା ରହିଛନ୍ତି । ସେହିପରି ସମ୍ବଲପୁରର 61 ବର୍ଷର ମହିଳା ରହିଛନ୍ତି ।

ସେପଟେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 3 ଲକ୍ଷ 22 ହଜାର 299 ହୋଇଥିବାବେଳେ 3 ଲକ୍ଷ 16 ହଜାର 970 ଜଣ ସୁସ୍ଥ ହୋଇଛନ୍ତି । 3 ହଜାର 487 ଟି ସକ୍ରିୟ ମାମଲା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.