ଭୁବନେଶ୍ବର: ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଶନିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 494 କୋରୋନା ଆକ୍ରାନ୍ତ । ତେବେ ନୂଆ ସୁସ୍ଥଙ୍କୁ ମିଶାଇ 12 ଲକ୍ଷ 72 ହଜାର 922କୁ ବୃଦ୍ଧି ହୋଇଛି ।
-
Another 494 Covid patients have recovered and are being discharged on 26.02.2022
— H & FW Dept Odisha (@HFWOdisha) February 26, 2022 " class="align-text-top noRightClick twitterSection" data="
92 from Khordha
91 from Sundargarh
37 from Sambalpur
32 from Jajapur
26 from Cuttack
26 from Gajapati
18 from Mayurbhanj
16 from Koraput
16 from Puri
15 from Baleswar
15 from Kendrapara
">Another 494 Covid patients have recovered and are being discharged on 26.02.2022
— H & FW Dept Odisha (@HFWOdisha) February 26, 2022
92 from Khordha
91 from Sundargarh
37 from Sambalpur
32 from Jajapur
26 from Cuttack
26 from Gajapati
18 from Mayurbhanj
16 from Koraput
16 from Puri
15 from Baleswar
15 from KendraparaAnother 494 Covid patients have recovered and are being discharged on 26.02.2022
— H & FW Dept Odisha (@HFWOdisha) February 26, 2022
92 from Khordha
91 from Sundargarh
37 from Sambalpur
32 from Jajapur
26 from Cuttack
26 from Gajapati
18 from Mayurbhanj
16 from Koraput
16 from Puri
15 from Baleswar
15 from Kendrapara
ଖୋର୍ଦ୍ଧାରୁ ସର୍ବାଧିକ ୯୨ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୯୧ ଓ ସମ୍ବଲପୁରରୁ ୩୭ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୩୨, କଟକରୁ ୨୬ ଓ ଗଜପତିରୁ ୨୬ ଓ ମୟୂରଭଞ୍ଜରୁ ୧୮ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି କୋରାପୁଟରୁ ୧୬, ପୁରୀରୁ ୧୬, ବାଲେଶ୍ବରରୁ ୧୫ ଓ କେନ୍ଦ୍ରାପଡାରୁ ୧୫ ଜଣ ଆରୋଗ୍ୟ ହୋଇଛନ୍ତି । ଭଦ୍ରକରୁ ୧୧, ଗଞ୍ଜାମରୁ ୧୧, ସୋନପୁରରୁ ୧୦, ବରଗଡରୁ ୯, ଢେଙ୍କାନାଳରୁ ୮, ଜଗତସିଂହପୁରରୁ ୮, ନୂଆପଡାରୁ ୮ ଓ ନୟାଗଡରୁ ୭ ଜଣ ସୁସ୍ଥ ହୋଇଛନ୍ତି । ଝାରସୁଗୁଡାରୁ ୬, ନବରଙ୍ଗପୁରରୁ ୪, ଦେଓଗଡରୁ ୩, କଳାହାଣ୍ତିରୁ ୩, ମାଲକାନଗିରିରୁ ୨, କନ୍ଧମାଳରୁ ୧ ଓ କେନ୍ଦୁଝରରୁ ଜଣେ ସୁସ୍ଥ ହୋଇଛନ୍ତି । ଷ୍ଟେଟପୁଲ ସଂଖ୍ୟା ରହିଛି ୧୮ ।
-
The total recovered cases of Odisha now stand at 1272922
— H & FW Dept Odisha (@HFWOdisha) February 26, 2022 " class="align-text-top noRightClick twitterSection" data="
">The total recovered cases of Odisha now stand at 1272922
— H & FW Dept Odisha (@HFWOdisha) February 26, 2022The total recovered cases of Odisha now stand at 1272922
— H & FW Dept Odisha (@HFWOdisha) February 26, 2022
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ