ETV Bharat / city

ରବିବାର 459 କୋରୋନା ସଂକ୍ରମିତ ସୁସ୍ଥ

author img

By

Published : Apr 11, 2021, 7:07 PM IST

ଆଜି(ରବିବାର) ରାଜ୍ୟରେ 459 ଜଣ ସଂକ୍ରମିତ ସୁସ୍ଥ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

ରବିବାର 459 ଜଣ କୋରୋନା ସଂକ୍ରମିତ ସୁସ୍ଥ
ରବିବାର 459 ଜଣ କୋରୋନା ସଂକ୍ରମିତ ସୁସ୍ଥ

ଭୁବନେଶ୍ବର: ଆଜି(ରବିବାର) ରାଜ୍ୟରେ 459 ଜଣ ସଂକ୍ରମିତ କୋରୋନାକୁ ମାତ୍ ଦେଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା 3 ଲକ୍ଷ 40 ହଜାର 62ରେ ପହଞ୍ଚିଛି । ତେବେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ 69 ଜଣ ସୁସ୍ଥ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ରବିବାର 459 ଜଣ କୋରୋନା ସଂକ୍ରମିତ ସୁସ୍ଥ
ରବିବାର 459 ଜଣ କୋରୋନା ସଂକ୍ରମିତ ସୁସ୍ଥ

ସେହିପରି ସୁନ୍ଦରଗଡରେ 62, କଳାହାଣ୍ଡିରେ 43, ନୂଆପଡାରେ 38, ବରଗଡରେ 32, ଝାରସୁଗୁଡାରୁ 29, ଅନୁଗୋଳରୁ 24, କଟକରୁ 22, ବାଲେଶ୍ବରରୁ 16, ସମ୍ବଲପୁରରୁ 16, ବଲାଙ୍ଗୀରରୁ 15, ଗଞ୍ଜାମରୁ 12, ମୟୂରଭଞ୍ଜରୁ 10, ପୁରୀରୁ 9, ଯାଜପୁରରୁ 8, ଭଦ୍ରକରୁ 5, ଦେବଗଡରୁ 5, ଗଜପତିରୁ 5, ନବରଙ୍ଗପୁରରୁ 5, କନ୍ଧମାଳରୁ 4 ଏବଂ କେନ୍ଦ୍ରାପଡା, କୋରାପୁଟ ଓ ସୋନପୁରରୁ 2 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଷ୍ଟେଟପୁଲ ସୁସ୍ଥଙ୍କ ସଂଖ୍ୟା 15 ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.