ETV Bharat / city

ରାଜ୍ୟରେ ସୁସ୍ଥ ହେଲେ 447 କୋଭିଡ ଆକ୍ରାନ୍ତ - କୋରୋନା ସୁସ୍ଥ

ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଗୁରୁବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 447 କୋଭିଡ ସଂକ୍ରମିତ । ଅଧିକ ପଢନ୍ତୁ...

ରାଜ୍ୟରେ ସୁସ୍ଥ ହେଲେ 447 କୋଭିଡ ଆକ୍ରାନ୍ତ
ରାଜ୍ୟରେ ସୁସ୍ଥ ହେଲେ 447 କୋଭିଡ ଆକ୍ରାନ୍ତ
author img

By

Published : Nov 4, 2021, 9:21 PM IST

ଭୁବନେଶ୍ବର : ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଗୁରୁବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 447 କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 30 ହଜାର 889କୁ ବୃଦ୍ଧି । ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ 207 ଆକ୍ରାନ୍ତ ।

  • Another 447 Covid patients have recovered and are being discharged on 04.11.2021

    207 from Khordha
    36 from Cuttack
    15 from Baleswar
    15 from Deogarh
    13 from Mayurbhanj
    12 from Rayagada
    12 from Sundargarh
    11 from Bhadrak
    10 from Kendrapara
    8 from Dhenkanal
    8 from Jajapur

    — H & FW Dept Odisha (@HFWOdisha) November 4, 2021 " class="align-text-top noRightClick twitterSection" data=" ">

ଖୋର୍ଦ୍ଧା ପରେ କଟକରୁ 36 ଆକ୍ରାନ୍ତ କୋରୋନା ମୁକ୍ତ ହୋଇଛନ୍ତି । ସେହିପରି ବାଲେଶ୍ବରରୁ 15, ଦେବଗଡରୁ ୧୫, ମୟୂରଭଞ୍ଜରୁ ୧୩, ରାୟଗଡାରୁ ୧୨,ସୁନ୍ଦରଗଡରୁ ୧୨, ଭଦ୍ରକରୁ ୧୧, କେନ୍ଦ୍ରାପଡାରୁ ୧୦, ଢେଙ୍କାନାଳ, ଯାଜପୁର, ପୁରୀ ଓ ସମ୍ବଲପୁରରୁ ୮ ଜଣ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି । ଜଗତସିଂହପୁରରୁ ୭, ବରଗଡ, ନୟାଗଡ ଓ ନୂଆପଡାରୁ ରୁ ୬ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି, ଝାରସୁଗୁଡାରୁ ୩,ଗଞ୍ଜାମରୁ 2, କଳାହାଣ୍ଡିରୁ ୨, ଅନୁଗୋଳରୁ ୧, କୋରୋପୁଟରୁ ୧ ଓ ସୋନପୁର ଜିଲ୍ଲାରୁ ଜଣେ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଷ୍ଟେଟ ପୁଲ ସୁସ୍ଥସଂଖ୍ୟା ୪୯ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.