ETV Bharat / city

STATE CORONA: ଦିନକରେ ୪୪୧ ପଜିଟିଭ ଚିହ୍ନଟ, ୭୫ ଶିଶୁ ସଂକ୍ରମିତ - କୋରୋନା

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୪୧ କୋରୋନା ପଜିଟିଭ ଚିହ୍ନଟ । ୭୫ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ । ଅଧିକ ପଢନ୍ତୁ...

STATE CORONA: ଦିନକରେ ୪୪୧ ପଜିଟିଭ ଚିହ୍ନଟ , ୭୫ ଶିଶୁ ସଂକ୍ରମିତ

author img

By

Published : Oct 23, 2021, 10:11 AM IST

ଭୁବନେଶ୍ବର: ରାଜ୍ୟରେ ଖସୁଛି କୋରୋନା ଗ୍ରାଫ । କ୍ରମଶଃ ସଂକ୍ରମଣ ତଳ ମୁହାଁ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୪୧ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭୫ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୨୫୩ ଜଣ ଥିବାବେଳେ ୧୮୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୦୫ ଜଣ ଥିବାବେଳେ ଅନୁଗୋଳରୁ ୩, ବାଲେଶ୍ବରରୁ ୬, ବରଗଡରୁ ୫, ଭଦ୍ରକରୁ ୧୩, ବଲାଙ୍ଗୀରରୁ ୨, ବୌଦ୍ଧରୁ ୪, କଟକରୁ ୩୭, ଢେଙ୍କାନାଳରୁ ୧,ଗଜପତିରୁ ୬ , ଜଗତସିଂହପୁରରୁ ୧୬, ଯାଜପୁରରୁ ୧୩, କେନ୍ଦ୍ରାପଡ଼ାରୁ ୫, କେନ୍ଦୁଝରରୁ ୧, କୋରାପୁଟରୁ ୪, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୧୦, ନବରଙ୍ଗପୁରରୁ ୧, ନୟାଗଡରୁ୨, ନୂଆପଡାରୁ ୩, ପୁରୀରୁ ୭, ରାୟଗଡାରୁ ୧୦, ସମ୍ବଲପୁରରୁ ୧୮, ସୁନ୍ଦରଗଡ଼ରୁ ୧୪ ଏବଂ ଷ୍ଟେଟ ପୁଲ୍‌ରୁ ୫୦ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୭ ହଜାର ୯୬୪ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.