ETV Bharat / city

ଦିନକରେ ୪୩୩ କୋରୋନା ପଜିଟିଭ ଚିହ୍ନଟ, ୩୬୦ ସୁସ୍ଥ - STATE CORONA

ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ରାଜ୍ୟରେ ୪୩୩ କୋରୋନା ପଜିଟିଭ ଚିହ୍ନଟ, ୩୬୦ ସୁସ୍ଥ । ଅଧିକ ପଢନ୍ତୁ...

ଦିନକରେ ୪୩୩ କୋରୋନା ପଜିଟିଭ ଚିହ୍ନଟ, ୩୬୦ ସୁସ୍ଥ

author img

By

Published : Oct 26, 2021, 11:00 AM IST

ଭୁବନେଶ୍ବର: ପୁଣି ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୩୩ କୋରୋନା ଆକ୍ରାନ୍ତ । ସେଥିମ ଧ୍ୟରୁ ୬୪ ଜଣ ୧୮ ବର୍ଷରୁ କମ୍ ସଂକ୍ରମିତ ଅଛନ୍ତି । ସେହିପରି ୨୫୨ ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇ ଥିବାବେଳେ ୧୮୧ ସ୍ଥାନୀୟ ସଂକ୍ରମଣ ଅଛନ୍ତି ।

ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୦୭ ଜଣ ଥିବାବେଳେ ଅନୁଗୋଳରୁ ୪, ବାଲେଶ୍ବରରୁ ୮, ଭଦ୍ରକରୁ ୭, ବରଗଡରୁ ୬, କଟକରୁ ୩୬, ଢେଙ୍କାନାଳରୁ ୧, ଗଞ୍ଜାମରୁ ୨, ଜଗତସିଂହପୁରରୁ ୧୪, ଯାଜପୁରରୁ ୮, ଝାରସୁଗୁଡା ୧, କେନ୍ଦ୍ରାପଡ଼ାରୁ ୧୧, କଳାହାଣ୍ଡିରୁ ୨, ମୟୂରଭଞ୍ଜରୁ ୧୫, ନୟାଗଡରୁ ୪, ନୂଆପଡାରୁ ୯, ପୁରୀ ୮, ରାୟଗଡାରୁ ୨, ସମ୍ବଲପୁରରୁ ୧୭, ସୋନପୁରରୁ ୧, ସୁନ୍ଦରଗଡରୁ ୧୨ ଏବଂ ଷ୍ଟେଟ ପୁଲ୍‌ରୁ ୪୫ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୯ ହଜାର ୨୬୯ରେ ପହଞ୍ଚିଛି । ସେହିପରି ମୋଟ ନୂଆ ୩୬୦ ଜଣ ସୁସ୍ଥଙ୍କୁ ମିଶାଇ ମୋଟ ୧୦ ଲକ୍ଷ ୨୬ ହଜାର ୨୭୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୪ ଜଣ ୬୨୩ ଜଣ ରାଜ୍ୟର ବିଭିନ୍ନ କୋଭିଡ ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.