ETV Bharat / city

ରାଜ୍ୟରେ ଅସମ୍ଭାଳ କୋରୋନା, ଦିନକରେ 4241 ଆକ୍ରାନ୍ତ ଚିହ୍ନଟ - କୋରୋନା ଅପଡେଟ୍

ରାଜ୍ୟରେ ଅସମ୍ଭାଳ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ 4241 ଆକ୍ରାନ୍ତ ଚିହ୍ନଟ । ଗୁରୁବାର ରାଜ୍ୟର 30ଟି ଜିଲ୍ଲାରୁ ସର୍ବାଧିକ 4241 ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି ।

ଦିନକରେ 4241 ଆକ୍ରାନ୍ତ  ଚିହ୍ନଟ
ଦିନକରେ 4241 ଆକ୍ରାନ୍ତ ଚିହ୍ନଟ
author img

By

Published : Sep 17, 2020, 12:22 PM IST

ଭୁବନେଶ୍ବର: ରାଜ୍ୟରେ ଅସମ୍ଭାଳ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ 4241 ଆକ୍ରାନ୍ତ ଚିହ୍ନଟ । ଗୁରୁବାର ରାଜ୍ୟର 30ଟି ଜିଲ୍ଲାରୁ ସର୍ବାଧିକ 4241 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏପଟେ ଗୁରୁବାର ପୁଣି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗୁରୁବାର ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ୱାରେଣ୍ଟାଇନ କେନ୍ଦ୍ରରୁ 2502 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1739 ଆକ୍ରାନ୍ତ ସ୍ଥାନୀୟ ବୋଲି ଜଣାପଡିଛି ।

ତେବେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରେ 647 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ 84, ବାଲେଶ୍ୱରରେ 141, ବରଗଡରେ 149, ଭଦ୍ରକରେ 72, ବଲାଙ୍ଗୀରରେ 44, ବୌଦ୍ଧରେ 94, କଟକରେ 389, ଦେଓଗଡରେ 6, ଢେଙ୍କାନାଳରେ 86, ଗଜପତିରେ 23, ଗଂଜାମରେ 75, ଜଗତସିଂହପୁରରେ 126, ଯାଜପୁରରେ 150, ଝାରସୁଗୁଡାରେ 111, କଳାହାଣ୍ଡିରେ 114, କନ୍ଧମାଳ ରେ 116, କେନ୍ଦ୍ରାପଡା ରେ 103, କେନ୍ଦୁଝରରେ 77, କୋରାପୁଟରେ 98, ମାଲକାନଗିରିରେ 28,,ମୟୁରଭଞ୍ଜ ରେ 147, ନବରଙ୍ଗପୁରରେ 107, ନୟାଗଡରେ 94, ନୂଆପଡା ରେ 99, ପୁରୀରେ 291, ରାୟଗଡାରେ 66, ସମ୍ବଲପୁରରେ 91, ସୋନପୁରରେ 129, ସୁନ୍ଦରଗଡରେ 154, ଷ୍ଟେଟ ପୁଲ 330 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ 1,67,161ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରେ 1,29,859 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 36,580 ଆକ୍ରାନ୍ତ ଏବେବି ରାଜ୍ୟର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.