ETV Bharat / city

ଭୁବନେଶ୍ବରରେ 42 ଆକ୍ରାନ୍ତ, 56 ଆରୋଗ୍ୟ

author img

By

Published : Nov 20, 2020, 4:48 PM IST

ରାଜଧାନୀରେ ମୋଟ ଆକ୍ରାନ୍ତ 30 ହଜାର ସଂକ୍ରମଣ ପାର ହୋଇଛି । ଆଜି ଭୁବନେଶ୍ବରରେ 42 ଜଣ ଚିହ୍ନଟ ହୋଇଥିବା ବେଳେ 56 ଜଣ ଆଜି ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ....

ଭୁବନେଶ୍ବରରେ 42 ଜଣ ଆକ୍ରାନ୍ତ, 56 ଜଣ ଆରୋଗ୍ୟ

ଭୁବନେଶ୍ବର: ରାଜଧାନୀରେ ମୋଟ ଆକ୍ରାନ୍ତ 30 ହଜାର ସଂକ୍ରମଣ ପାର ହୋଇଛି । ଆଜି ରାଜଧାନୀରେ 42 ଜଣ ଚିହ୍ନଟ ହୋଇଥିବା ବେଳେ 56 ଜଣ ଆଜି ସୁସ୍ଥ ହୋଇଛନ୍ତି । ତେବେ ଭୁବନେଶ୍ବରରେ ଦୁଇ ଶହ ପାର ହେଲା ମୃତ୍ୟୁ ସଂଖ୍ୟା । ଭୁବନେଶ୍ୱରରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 9 ଚିହ୍ନଟ କରାଯାଇଥିବା ବେଳେ ଲୋକାଲ 33 ରେ ପହଁଚିଛି । ତେବେ ହୋମ କ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି । ଏପଟେ ରାଜଧାନୀରେ ମୋଟ ମୃତକଙ୍କ ସଂଖ୍ୟା 201 ଛୁଇଁଛି ।

ଏପଟେ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା 30 ହଜାର 372 ଜଣ ଚିହ୍ନଟ ହୋଇଛନ୍ତି । ହୋମ କ୍ଵାରେଣ୍ଟାଇନରେ 9 ଜଣଙ୍କ ମଧ୍ୟରେ 2 ଜଣ ଭୋଇନଗର, 2 ଜଣ ଗ୍ୟାରେଜ ଛକ, ୟୁନିଟ 6, ଖଣ୍ଡଗିରି, ଆଇଆରସି ଭିଲେଜ, ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।

ଏପଟେ ସ୍ଥାନୀୟ ସଂକ୍ରମଣ 5 ଜଣ ବମୀଖାଲ, 2 ଜଣ ନୟାପଲି, 2 ଜଣ ନୀଳାଦ୍ରି ବିହାର, 6 ଜଣ ପଟିଆ, 3 ଜଣ ପଲାସପଲି, 2 ଜଣ ୟୁନିଟ 6, 2 ଜଣ ୟୁନିଟ 9 ଅଞ୍ଚଳରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ମୋଟ ଆକ୍ରାନ୍ତ ସଂଖ୍ୟା 30 ହଜାର 372 ଜଣ ସୁସ୍ଥ ହୋଇଛନ୍ତି 29 ହଜାର 535 ସକ୍ରିୟ 615 ଓ 201 ଜଣ ମୃତାହତ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.