ETV Bharat / city

ଭୁବନେଶ୍ୱର ଏମ୍ସରେ 4 ଡାକ୍ତରଙ୍କୁ କୋରୋନା - ଭୁବନେଶ୍ୱର ଏମ୍ସ

ଭୁବନେଶ୍ୱର ଏମ୍ସର ଚାରି ଜଣ ଡାକ୍ତର କୋରୋନା ସଂକ୍ରମିତ । ତିନି ଜଣ ଡାକ୍ତର ସିନିଅର ହୋଇଥିବାବେଳେ ଜଣେ ଜୁନିଅର ରେସିଡେଣ୍ଟ ଡାକ୍ତର ଆକ୍ରାନ୍ତ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

4-doctor-corona-positive
4-doctor-corona-positive
author img

By

Published : Jun 9, 2020, 8:32 PM IST

ଭୁବନେଶ୍ୱର: ଏମ୍ସରେ 4 ଜଣ ଡାକ୍ତରଙ୍କ ଠାରେ କୋରୋନା ପଜିଟିଭ । 3 ଜଣ ସିନିଅର ଓ ଜଣେ ଜୁନିଅର ରେସିଡେଣ୍ଟ ଡାକ୍ତର ଆକ୍ରାନ୍ତ।

3 ଜଣ ଏସଆର ସର୍ଜରୀ, ପାଥୋଲୋଜି ଓ ଫାର୍ମାକଲୋଜି ବିଭାଗର ଡାକ୍ତର ହୋଇଥିବା ବେଳେ ଜୁନିଅର ରେସିଡେଣ୍ଟ ଡାକ୍ତର ଚର୍ମ ବିଭାଗର ବୋଲି ଜଣାପଡିଛି। ସମସ୍ତ ଆକ୍ରାନ୍ତ ଡ଼ାକ୍ତର କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.