ETV Bharat / city

ଦିନକରେ 4 ଜୀବନ ନେଲା କୋରୋନା - କୋରୋନା ମୃତ୍ୟୁରେ ଲାଗୁନି ବ୍ରେକ୍

ରାଜ୍ୟରେ କୋରୋନା ମୃତ୍ୟୁରେ ଲାଗୁନି ବ୍ରେକ୍। ଆଜି ଗୋଟିଏ ଦିନରେ 4 ଜଣଙ୍କ ମୁଣ୍ଡ ନେଇଛି କିଲର ଭାଇରସ । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅଧିକ ଖବର ପଢନ୍ତୁ...

କୋରୋନା ମୃତ୍ୟୁରେ ଲାଗୁନି ବ୍ରେକ୍, ଦିନକରେ ଗଲା  4 ଜୀବନ

author img

By

Published : Dec 27, 2020, 12:36 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍। ଆଜି ଗୋଟିଏ ଦିନରେ 4 ଜଣଙ୍କ ମୁଣ୍ଡ ନେଇଛି କିଲର ଭାଇରସ । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

  • Regret to inform the demise of four numbers of Covid positive patients while under treatment in hospitals.
    1.A 35 years old male of Bhubaneswar.

    2.A 45 years old female of Kalahandi district who was also suffering from Hypertension.

    — H & FW Dept Odisha (@HFWOdisha) December 27, 2020 " class="align-text-top noRightClick twitterSection" data=" ">
  • 3.A 65 years old male of Nuapada district who was also suffering from Hypertension.

    4.A 70 years old male of Sundargarh district.

ତେବେ ମୃତକ ମାନେ ଭୁବନେଶ୍ବର, କଳାହାଣ୍ଡି, ନୂଆପଡା ଓ ସୁନ୍ଦରଗଡ ଜିଲ୍ଲାର ରହିଛନ୍ତି । ସେମାନଙ୍କ ବୟସ ଯଥାକ୍ରମେ 35, 45,65 ଓ 70 ରହିଛି । ଏହି ସମସ୍ତଙ୍କ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି। ଏହାସହ 2 ଜଣ ଉଚ୍ଚ ରକ୍ତଚାପରେ ପୀଡିତ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଖବର ରହିଛି।

ସେପଟେ ସୂଚନା ଥାଉକି, ଦିନକରେ ରାଜ୍ୟରୁ ପୁଣି 303 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 172 ଜଣ କ୍ବାରେଣ୍ଟାନରୁ ଚିହ୍ନଟ ହୋଇଥିବାବେଳେ 131 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଆଜି କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ମୋଟ ସଂକ୍ରମିତ ସଂଖ୍ୟା 328504ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.