ETV Bharat / city

ବିଶ୍ବ କବି ସମ୍ମିଳନୀରେ ନାଇଡୁ, ରାଜଧାନୀରେ 82ଟି ଦେଶର 1300 କବି - ଯୁବ କବି ପୁରସ୍କାର

ଭୁବନେଶ୍ବରରେ ଆୟୋଜିତ 39 ତମ ବଶ୍ବ କବି ସମ୍ମିଳନୀ ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଯୋଗ ଦେଇଛନ୍ତି । ଏହି ସମ୍ମିଳନୀରେ ସାରା ବିଶ୍ବର 82 ଟି ରାଷ୍ଟ୍ରର 1300 କବି ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ....

ଫଟୋ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 6, 2019, 9:29 PM IST

ଭୁବନେଶ୍ବର: ଓଡ଼ିଶାର ସଂସ୍କୃତି, ଐତିହ୍ୟ, ପ୍ରକୃତି ମହାନ। ସାରା ବିଶ୍ବରେ ଏକଦା ଭାରତ ବିଶ୍ବଗୁରୁ ଭାବେ ପରିଚିତ ଥିଲା । ବିଶ୍ବର ବିଭିନ୍ନ ଦେଶର ଛାତ୍ରଛାତ୍ରୀ ନାଳନ୍ଦାରେ ଅଧ୍ୟୟନ କରୁଥିଲେ। ଭାରତର ଦର୍ଶନଶାସ୍ତ୍ର ମହାନ। ମଣିଷର ମନର ଭାବକୁ ପରିପ୍ରକାଶ କରିବା ପାଇଁ କବିତା ଏକ ମାଧ୍ୟମ। କବିତା,ସଙ୍ଗୀତ, ସାହିତ୍ୟ ଏହା ଏକ ବିକଶିତ ରାଷ୍ଟ୍ରର ଅଙ୍ଗ। ଭୁବନେଶ୍ବରରେ ୩୯ ତମ ବିଶ୍ବ କବି ସମ୍ମିଳନୀର ଉଦଯାପନି ଦିବସରେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟ ଅତିଥି ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ।

ଭୁବନେଶ୍ବର 39 ତମ ବିଶ୍ବ କବି ସମ୍ମୀଳନୀ ଉଦଯାପିତ

ବିଶ୍ବ କବି ସୁସ୍ଥ ସମାଜ ପାଇଁ କବିତା,ସାହିତ୍ୟ ଏକାନ୍ତ ଆବଶ୍ୟକ। କବି ସମ୍ମିଳନୀର ଶୀର୍ଷକ କମ୍ପାସନେଟ ଥରୁ ପୋଏଟ୍ରି ଉପରେ ଉପରାଷ୍ଟ୍ରପତି ନିଜର ମତ ରଖିଥିଲେ। କବିତା କହେ ହୃଦୟର କଥା,କବିତା ମାଧ୍ୟମରେ ଶାନ୍ତି ଆଉ ଆନନ୍ଦ ପ୍ରସାରିତ ହୁଏ। କବି ଏବଂ ଲେଖକର ଲେଖା ମାଧ୍ୟମରେ ଜୀବନର ମୂଲ୍ୟବୋଧକୁ ବୁଝିବାରେ ସରଳ ହୁଏ। ଉପରାଷ୍ଟ୍ରପତି ପ୍ରଥମେ ଓଡ଼ିଆ ଭାଷାରେ ସଭାକୁ ସମ୍ବୋଧିତ କରିଥିଲେ।

କବି ସମ୍ମିଳନୀର ଅନ୍ୟତମ ଅତିଥି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବିଶ୍ବ କବି ସମ୍ମିଳନୀ ଓଡ଼ିଶାରେ ଆୟୋଜିତ ହେବ ଭୌତିକ ସ୍ତରରେ ଏକ ବଡ ପଦକ୍ଷେପ ବୋଲି କହିଥିଲେ। ସାରା ବିଶ୍ବରୁ କବି ମାନେ ଛୁଟି ଆସିଛନ୍ତି ,ଓଡ଼ିଶାର ମର୍ଯ୍ୟାଦା ବୃଦ୍ଧି ହୋଇଛି। ୩୯ ତମ କବି ସମ୍ମିଳନୀର ଉଦଯାପନି ଦିବସରେ ଓଡ଼ିଶାର ମହାନ କଳା ,ସଂସ୍କୃତି, ଐତିହ୍ୟ ବିଶ୍ବ ଦରବାରରେ ପ୍ରଚାରିତ ହୋଇଛି। ଆଗାମୀ ଦିନରେ ଓଡ଼ିଶାର କଳା ସଂସ୍କୃତି ଏବଂ ପର୍ଯ୍ୟଟନ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ କିଭଳି କରାଯିବ ସେ ନେଇ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ରାଜ୍ୟ ପର୍ଯ୍ୟଟନ ଓ ସାହିତ୍ୟ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ କହିଛନ୍ତି।

ବିଶ୍ବ କବି ସମ୍ମିଳନୀର ଅନ୍ତିମ ଦିବସରେ ଉପରାଷ୍ଟ୍ରପତିଙ୍କ ଯୋଗଦାନ ଏହି ସାହିତ୍ୟ ଆସରକୁ ଅତ୍ୟନ୍ତ ମନ୍ତ୍ରମୁଗ୍ଧ କରିଛି।କବି ମାନେ ଗତ 50 ବର୍ଷ ଭିତରେ ଏଭଳି ଆତିଥ୍ୟତା ସର୍ବଶ୍ରେଷ୍ଠ ବୋଲି କହିଥିବାରୁ ମୁଁ ଅତ୍ୟନ୍ତ ବିମୋହିତ ବୋଲି କିଟ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ କହିଛନ୍ତି।

ସେହିଭଳି ବିଶ୍ବ କବି ସମ୍ମିଳନୀରେ ଯୁବ କବିର ମାନ୍ୟତା ମିଳିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ଏହି ପୁରସ୍କାର ମୋତେ ଆଗକୁ ଯିବାକୁ ବାଟ ଦେଖାଇବ ବୋଲି ସର୍ବଶ୍ରେଷ୍ଠ ଯୁବ କବି ପୁରସ୍କୃତ ହୋଇଥିବା ଅନନ୍ତିନି ମିଶ୍ର କହିଛନ୍ତି। ସୂଚନା ଥାଉ କି ବିଶ୍ବକବି ସମ୍ମିଳନୀ ଅକ୍ଟୋବର ୨ ତାରିଖରୁ ଭୁବନେଶ୍ବର କିଟ ବିଶ୍ବବିଦ୍ୟାଳୟ ପରିସରରେ ଆରମ୍ଭ ହୋଇ ଆଜି ଶେଷ ହୋଇଛି। ସାରା ପୃଥିବୀର ୮୨ ଟି ରାଷ୍ଟ୍ରର ପ୍ରାୟ ୧୩ ସହ କବି ମାନେ ଯୋଗ ଦେଇଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Intro:ବିଶ୍ୱ କବି ସମ୍ମିଳନୀର ଉଦଯାପିତ ଦିବସ।

Body:ଓଡ଼ିଶାର ସଂସ୍କୃତି, ଐତିହ୍ୟ, ପ୍ରକୃତି ମହାନ।ସାରା ବିଶ୍ୱରେ ଏକଦା ଭାରତ ବିଶ୍ୱଗୁରୁ ଭାବେ ପରିଚିତ ଥିଲା,ବିଶ୍ୱର ବିଭିନ୍ନ ଦେଶର ଛାତ୍ର ଛାତ୍ରୀ ନାଳନ୍ଦାରେ ଅଧ୍ୟୟନ କରୁଥିଲେ।ଭାରତର ଦର୍ଶନଶାସ୍ତ୍ର ମହାନ।ମଣିଷର ମନର ଭାବକୁ ପରିପ୍ରକାଶ କରିବା ପାଇଁ କବିତା ଏକ ମାଧ୍ୟମ।କବିତା,ସଙ୍ଗୀତ, ସାହିତ୍ୟ ଏହା ଏକ ବିକଶିତ ରାଷ୍ଟ୍ରର ଅଙ୍ଗ।ଭୁବନେଶ୍ୱର ରେ ୩୯ ତମ ବିଶ୍ୱ କବି ସମ୍ମିଳନୀର ଉଦଯାପନି ଦିବସରେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟ ଅତିଥି ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ।ବିଶ୍ୱ କବି ସସୁସ୍ଥ ସମାଜ ପାଇଁ କବିତା,ସାହିତ୍ୟ ଏକାନ୍ତ ଆବଶ୍ୟକ। କବି ସମ୍ମିଳନୀର ଶୀର୍ଷକ କମ୍ପାସନେଟ ଥରୁ ପୋଏଟ୍ରି ଉପରେ ଉପରାଷ୍ଟ୍ରପତି ନିଜର ମତ ରଖିଥିଲେ।କବିତା କହେ ହୃଦୟର କଥା,କବିତା ମାଧ୍ୟମରେ ଶାନ୍ତି ଆଉ ଆନନ୍ଦ ପ୍ରସାରିତ ହୁଏ।କବି ଏବଂ ଲେଖକର ଲେଖା ମାଧ୍ୟମରେ ଜୀବନର ମୂଲ୍ୟବୋଧକୁ ବୁଝିବାରେ ସରଳ ହୁଏ।ଉପରାଷ୍ଟ୍ରପତି ପ୍ରଥମେ ଓଡ଼ିଆ ଭାଷାରେ ସଭାକୁ ସମ୍ବୋଧିତ କରିଥିଲେ।

କବି ସମ୍ମିଳନୀ ର ଅନ୍ୟତମ ଅତିଥି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବିଶ୍ୱ କବି ସମ୍ମିଳନୀ ଓଡ଼ିଶାରେ ଆୟୋଜିତ ହେବ ଭୌତିକ ସ୍ତରରେ ଏକ ବଡ ପଦକ୍ଷେପ ବୋଲି କହିଥିଲେ।ସାରା ବିଶ୍ବରୁ କବି ମାନେ ଛୁଟି ଆସିଛନ୍ତି ,ଓଡ଼ିଶାର ମର୍ଯ୍ୟାଦା ବୃଦ୍ଧି ହୋଇଛି।

୩୯ ତମ କବି ସମ୍ମିଳନୀର ଉଦଯାପନି ଦିବସରେ ଓଡ଼ିଶାର ମହାନ କଳା ,ସଂସ୍କୃତି, ଐତିହ୍ୟ ବିଶ୍ୱ ଦରବାରରେ ପ୍ରଚାରିତ ହୋଇଛି।ଆଗାମୀ ଦିନରେ ଓଡ଼ିଶାର କଳା ସଂସ୍କୃତି ଏବଂ ପର୍ଯ୍ୟଟନ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ କିଭଳି କରାଯିବ ସେ ନେଇ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ରାଜ୍ୟ ପର୍ଯ୍ୟଟନ ଓ ସାହିତ୍ୟ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ କହିଛନ୍ତି।

ବିଶ୍ୱ କବି ସମ୍ମିଳନୀ ର ଅନ୍ତିମ ଦିବସରେ ଉପରାଷ୍ଟ୍ରପତିଙ୍କ ଯୋଗଦାନ ଏହି ସାହିତ୍ୟ ଆସରକୁ ଅତ୍ୟନ୍ତ ମନ୍ତ୍ରମୁଗ୍ଧ କରିଛି।କବି ମାନେ ଗତ 50 ବର୍ଷ ଭିତରେ ଏଭଳି ଆତିଥ୍ୟତା ସର୍ବଶ୍ରେଷ୍ଠ ବୋଲି କହିଥିବାରୁ ମୁଁ ଅତ୍ୟନ୍ତ ବିମୋହିତ ବୋଲି କିଟ ବିଶ୍ୱବିଦ୍ୟାଳୟ ର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ କହିଛନ୍ତି।

ସେହିଭଳି ଏ ବିଶ୍ୱ କବି ସମ୍ମିଳନୀରେ ଯୁବ କବିର ମାନ୍ୟତା ମିଳିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ।ଏହି ପୁରସ୍କାର ମୋତେ ଆଗକୁ ଯିବାକୁ ବାଟ ଦେଖାଇବ ବୋଲି ସର୍ବଶ୍ରେଷ୍ଠ ଯୁବ କବି ପୁରସ୍କୃତ ହୋଇଥିବା ଅନନ୍ତିନି ମିଶ୍ର କହିଛନ୍ତି।

ସୂଚନା ଥାଉ କି ବିଶ୍ୱକବି ସମ୍ମିଳନୀ ଅକ୍ଟୋବର ୨ ତାରିଖରୁ ଭୁବନେଶ୍ୱର କିଟ ବିଶ୍ୱବିଦ୍ୟାଳୟ ପରିସରରେ ଆରମ୍ଭ ହୋଇ ଆଜି ଶେଷ ହୋଇଛି।ସାରା ପୃଥିବୀର ୮୨ ଟି ରାଷ୍ଟ୍ରର ପ୍ରାୟ ୧୩ ସହ କବି ମାନେ ଯୋଗ ଦେଇଛନ୍ତି।

ବାଇଟ 1- ଏମ ଭେଙ୍କେୟା ନାଇଡୁ ଉପରାଷ୍ଟ୍ରପତି
ବାଇଟ2-ପ୍ରତାପ ଚନ୍ଦ୍ର ଷଡଙ୍ଗୀ ,କେନ୍ଦ୍ରମନ୍ତ୍ରୀ ,ଏମଏସଏମଇ ,ଭାରତ ସରକାର।white dress old
ବାଇଟ3-ଜ୍ୟୋତି ପାଣିଗ୍ରାହୀ ,ପର୍ଯ୍ୟଟନ ଓ ସଂସ୍କୃତି,ଭାଷା ସାହିତ୍ୟ ମନ୍ତ୍ରୀ ।spec used
ବାଇଟ4- ଅଚ୍ୟୁତ ସାମନ୍ତ ,ପ୍ରତିଷ୍ଠାତା କିଟ ବିଶ୍ୱବିଦ୍ୟାଳୟ ,white full shirt

ବାଇଟ-5 ଅନନ୍ତିନି ମିଶ୍ର, ପୁରସ୍କୃତ ଯୁବ କବି ,young girl।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.