ETV Bharat / city

Covid Recovery Report: ସୁସ୍ଥ ହେଲେ 399 କୋଭିଡ ସଂକ୍ରମିତ - Covid Recovery

ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଶୁକ୍ରବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୯୯ କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୩ ହଜାର ୯୯୧ କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ...

Covid Recovery Report : ଆଜି ସୁସ୍ଥ ହେଲେ 399 କୋଭିଡ ସଂକ୍ରମିତ

author img

By

Published : Nov 12, 2021, 8:42 PM IST

ଭୁବନେଶ୍ବର : ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଶୁକ୍ରବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୯୯ କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୩ ହଜାର ୯୯୧ କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୧୭୦ ଆକ୍ରାନ୍ତ । ଖୋର୍ଦ୍ଧା ପରେ କଟକରୁ ୩୫ ଆକ୍ରାନ୍ତ କୋରୋନା ମୁକ୍ତ ହୋଇଛନ୍ତି ।

  • 3 from Keonjhar
    3 from Mayurbhanj
    3 from Rayagada
    2 from Jharsuguda
    2 from Kalahandi
    2 from Koraput
    1 from Baleswar
    1 from Bargarh
    1 from Malkangiri
    1 from Sonepur
    38 from State Pool

    The total recovered cases of Odisha now stand at 1033991

    — H & FW Dept Odisha (@HFWOdisha) November 12, 2021 " class="align-text-top noRightClick twitterSection" data=" ">
  • Another 339 Covid patients have recovered and are being discharged on 12.11.2021

    170 from Khordha
    35 from Cuttack
    13 from Jajapur
    11 from Kendrapara
    10 from Gajapati
    9 from Sambalpur
    8 from Bhadrak
    8 from Sundargarh
    6 from Puri
    5 from Jagatsinghpur
    4 from Nayagarh
    3 from Ganjam

ସେହିପରି ଯାଜପୁରରୁ ୧୩, କେନ୍ଦ୍ରାପଡାରୁ ୧୧, ଗଜପତିରୁ ୧୦, ସମ୍ବଲପୁରରୁ ୯ ଓ ଭଦ୍ରକରୁ ୮ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସୁନ୍ଦରଗଡରୁ ୮, ପୁରୀରୁ ୬ , ଜଗତସିଂହପୁରରୁ ୫, ନୟାଗଡରୁ ୪,ଗଞ୍ଜାମରୁ ୩, କେନ୍ଦୁଝରରୁ ୩, ମୟୂରଭଞ୍ଜରୁ ୩, ରାୟଗଡାରୁ ୩, ଝାରସୁଗୁଡାରୁ ୨ ଓ କଳାହାଣ୍ତିରୁ ୨ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି, କୋରୋପୁଟରୁ ୨, ବାଲେଶ୍ବରରୁ ୧, ବରଗଡରୁ ୧, ମାଲକାନଗିରିରୁ ୧ ଓ ସୋନପୁରରୁ ଜଣେ ସୁସ୍ଥ ହୋଇଛନ୍ତି । ଷ୍ଟେଟ ପୁଲ ସୁସ୍ଥ ସଂଖ୍ୟା ୩୮ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.