ETV Bharat / city

Odisha Covid Recovery Report: ସୁସ୍ଥ ହେଲେ 386 କୋଭିଡ ସଂକ୍ରମିତ

author img

By

Published : Jan 9, 2022, 9:06 PM IST

ଆସିଲା ଦୈନିକ ସୁସ୍ଥ ରିପୋର୍ଟ (Odisha Covid Recovery Report) । ରବିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 386 କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 46 ହଜାର 617କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

Odisha Covid Recovery Report :  ସୁସ୍ଥ ହେଲେ 386 କୋଭିଡ ସଂକ୍ରମିତ

ଭୁବନେଶ୍ବର : ଆସିଲା ଦୈନିକ ସୁସ୍ଥ ରିପୋର୍ଟ (Odisha Covid Recovery Report) । ରବିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 386 କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 46 ହଜାର 617କୁ ବୃଦ୍ଧି ହୋଇଛି । କଟକ ସୁସ୍ଥ ହୋଇଛନ୍ତି ସର୍ବାଧିକ ୧୦୯ ଜଣ । କଟକ ପରେ ଖୋର୍ଦ୍ଧାରୁ ୧୦୮ ଆକ୍ରାନ୍ତ କୋରୋନା ମୁକ୍ତ ହୋଇଛନ୍ତି ।

  • Another 386 Covid patients have recovered and are being discharged on 09.01.2022

    109 from Cuttack
    108 from Khordha
    25 from Sundargarh
    23 from Jharsuguda
    15 from Sambalpur
    12 from Baleswar
    11 from Anugul
    11 from Puri
    9 from Mayurbhanj
    8 from Dhenkanal
    7 from Jagatsinghpur

    — H & FW Dept Odisha (@HFWOdisha) January 9, 2022 " class="align-text-top noRightClick twitterSection" data=" ">
  • 7 from Nabarangpur
    4 from Ganjam
    3 from Nayagarh
    2 from Bargarh
    2 from Bhadrak
    2 from Jajapur
    2 from Kendrapara
    26 from State Pool

    The total recovered cases of Odisha now stand at 1046617

ସୁନ୍ଦରଗଡରୁ ୨୫, ଝାରସୁଗୁଡାରୁ ୨୩, ସମ୍ବଲପୁରରୁ ୧୫, ବାଲେଶ୍ବରରୁ ୧୨ ଓ ଅନୁଗୋଳରୁ ୧୧ ଜଣ ଆରୋଗ୍ୟ ଲାଭ କରିଛନ୍ତି । ପୁରୀରୁ ୧୧, ମୟୂରଭଞ୍ଜରୁ ୯, ଢେଙ୍କାନାଳରୁ ୮, ଜଗତସିଂହପୁରରୁ ୭, ନବରଙ୍ଗପୁରରୁ ୭, ଗଞ୍ଜାମରୁ ୪, ନୟାଗଡରୁ ୩, ଭଦ୍ରକରୁ ୨, ବରଗଡରୁ ୨, ଯାଜପୁରରୁ ୨ ଓ କେନ୍ଦ୍ରାପଡାରୁ ୨ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଷ୍ଟେଟପୁଲ ସଂଖ୍ୟା ରହିଛି ୨୬ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.