ଭୁବନେଶ୍ବର: ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ରବିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୬୨୪ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ ୧୨ ଲକ୍ଷ ୩୭ ହଜାର ୯୭୬କୁ ବୃଦ୍ଧି ହୋଇଛି ।
-
Another 3624 Covid patients have recovered and are being discharged on 06.02.2022
— H & FW Dept Odisha (@HFWOdisha) February 6, 2022 " class="align-text-top noRightClick twitterSection" data="
1048 from Khordha
288 from Cuttack
237 from Sundargarh
224 from Sambalpur
157 from Nuapada
151 from Baleswar
145 from Mayurbhanj
128 from Jajapur
119 from Nayagarh
109 from Kalahandi
">Another 3624 Covid patients have recovered and are being discharged on 06.02.2022
— H & FW Dept Odisha (@HFWOdisha) February 6, 2022
1048 from Khordha
288 from Cuttack
237 from Sundargarh
224 from Sambalpur
157 from Nuapada
151 from Baleswar
145 from Mayurbhanj
128 from Jajapur
119 from Nayagarh
109 from KalahandiAnother 3624 Covid patients have recovered and are being discharged on 06.02.2022
— H & FW Dept Odisha (@HFWOdisha) February 6, 2022
1048 from Khordha
288 from Cuttack
237 from Sundargarh
224 from Sambalpur
157 from Nuapada
151 from Baleswar
145 from Mayurbhanj
128 from Jajapur
119 from Nayagarh
109 from Kalahandi
ଖୋର୍ଦ୍ଧାରୁ ସର୍ବାଧିକ କୋରୋନା ସଂକ୍ରମିତ ୧୦୪୮ ସୁସ୍ଥ ହୋଇଥିବା ବେଳେ କଟକରୁ ୨୮୮ ଓ ସୁନ୍ଦରଗଡରୁ ୨୩୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସମ୍ବଲପୁରରୁ ୨୨୪, ନୂଆପଡାରୁ ୧୫୭, ବାଲେଶ୍ବରରୁ ୧୫୧, ମୟୂରଭଞ୍ଜରୁ ୧୪୫, ଯାଜପୁରରୁ ୧୨୮, ନୟାଗଡରୁ ୧୧୯ ଓ କଳାହାଣ୍ତିରୁ ୧୦୯ ଜଣ ସୁସ୍ଥ ହୋଇଛନ୍ତି । ଝାରସୁଗୁଡାରୁ ୧୦୮, ବରଗଡରୁ ୧୦୨, ଭଦ୍ରକରୁ ୯୧, ପୁରୀରୁ ୭୩, ବଲାଙ୍ଗୀରରୁ ୬୨, ଢେଙ୍କାନାଳରୁ ୬୧ ଓ ନବରଙ୍ଗପୁରରୁ ୫୬ ଜଣ ସୁସ୍ଥ ହୋଇଛନ୍ତି ।
-
7 from Keonjhar
— H & FW Dept Odisha (@HFWOdisha) February 6, 2022 " class="align-text-top noRightClick twitterSection" data="
185 from State Pool
The total recovered cases of Odisha now stand at 1237976
">7 from Keonjhar
— H & FW Dept Odisha (@HFWOdisha) February 6, 2022
185 from State Pool
The total recovered cases of Odisha now stand at 12379767 from Keonjhar
— H & FW Dept Odisha (@HFWOdisha) February 6, 2022
185 from State Pool
The total recovered cases of Odisha now stand at 1237976
ଏହାବି ପଢନ୍ତୁ : ସୋମବାର ଠୁ ଖୋଲୁଛି ସ୍କୁଲ-କଲେଜ, ଲକ୍ଷଣ ଥିଲେ ପିଲାଙ୍କୁ ନ ଛାଡିବାକୁ ପରାମର୍ଶ
ଜଗତସିଂହପୁରରୁ ୫୧, କେନ୍ଦ୍ରାପଡାରୁ ୪୮, ଗଞ୍ଜାମରୁ ୪୩, କନ୍ଧମାଳରୁ ୩୯, ମାଲକାନଗିରିରୁ ୩୦ ଓ ରାୟଗଡାରୁ ୨୩ ଜଣ କୋରୋନାକୁ ମାତ ଦେଇଛନ୍ତି । କୋରାପୁଟରୁ ୧୯, ଗଜପତିରୁ ୧୨, ସୋନପୁରରୁ ୮ ଓ କେନ୍ଦୁଝରରୁ ୭ ଜଣ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ଷ୍ଟେଟପୁଲ ସଂଖ୍ୟା ରହିଛି ୧୮୫ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ