ETV Bharat / city

ରାଜଧାନୀରେ ହୋମ କ୍ଵରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ସର୍ବାଧିକ - corona case

ଭୁବନେଶ୍ୱରରେ ବଢ଼ିବାରେ ଲାଗିଛି ପଜିଟିଭ ସଂଖ୍ୟା। ରାଜଧାନୀ ରେ ପୁଣି ସର୍ବାଧିକ 354 ଆକ୍ରାନ୍ତ ରେକର୍ଡ ସୃଷ୍ଟି କରିଛି। ଅଧିକ ପଢନ୍ତୁ..

ରାଜଧାନୀରେ ହୋମ କ୍ଵରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ସର୍ବାଧିକ

author img

By

Published : Aug 28, 2020, 7:58 PM IST

ଭୁବନେଶ୍ୱର: ଶୁକ୍ରବାର ଦିନ 354 ଆକ୍ରାନ୍ତ ହୋଇଥିବା ବେଳେ ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 152 ଚିନ୍ହଟ ହୋଇଛନ୍ତି । ସେହିପରି ସ୍ଥାନୀୟ ସଂକ୍ରମଣ 202 ହୋଇଥିବା ବେଳେ 295 ଜଣ ସୁସ୍ଥ ହୋଇଛନ୍ତି। ତେବେ କ୍ଵରେଣ୍ଟାଇନ କେନ୍ଦ୍ରରୁ 154 ଜଣଙ୍କ ମଧ୍ୟରୁ 12 ଜଣ 7ମ ବାଟାଲିୟନ, 8 ଜଣ ଜାଗମରା ମାଲିକ କମ୍ପେଲେକ୍ସ, 5 ଜଣ ନୟାପଲି ବେହେରା ସାହରୁ ଚିହ୍ନଟ ହୋଇଛନ୍ତି ।

ସେହିପରି 2 ଜଣ ୟୁନିଟ 8, 2 ଜଣ ପାୱାର ହାଉସ କଲୋନୀ, 2 ଜଣ ମାଷ୍ଟର କ୍ୟାଣ୍ଟିନ ଛକ, 2 ଜଣ ଡୁମଡୁମା, 3 ଜଣ ସିଆରପିଏଫ କ୍ୟାମ୍ପସ, 3 ଜଣ ନୂଆ ଗାଁ, 4 ଜଣ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଚିନ୍ହଟ ହୋଇଛଂନ୍ତି । ତେବେ ନୟାପଲି, ଡୁମଡୁମା, ବରମୁଣ୍ଡା, ଓଲଡ଼ ଟାଉନ, ଶିଶୁପାଳ ଗଡ଼, ସୁନ୍ଦରପଦା ଆଦି ଅଞ୍ଚଳରେ ଜଣେ ଲେଖାଏଁ ଚିନ୍ହଟ ହୋଇଛନ୍ତି ।

ଅନ୍ୟପକ୍ଷରେ ସ୍ଥାନୀୟ ସଂକ୍ରମଣ 202 ରେ ପହଁଚିଛି। 5 ଜଣ 7ମ ବାଟାଲିୟନ, 6 ଜଣ ନୟାପଲି, ବେହେରା ସାହି, 5 ଜଣ ୟୁନିଟ 1, 5 ଜଣ ୟୁନିଟ 6, 4 ଜଣ କଳିଙ୍ଗ ବିହାର, 4 ଜଣ ପାୱାର ହାଉସ କଲୋନୀ, 4 ଜଣ ବରମୁଣ୍ଡା, 3 ଜଣ ସରକାରୀ କର୍ମଚାରୀ, 6 ଜଣ ଭରତପୁର, 3 ଜଣ ପଟିଆ ଓ 3 ଜଣ ଗ୍ୟାରେଜ ଛକ ନିକଟରୁ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି।

ଅନ୍ୟପଟେ ଭୁବନେଶ୍ୱରରେ 295 ଜଣ ସୁସ୍ଥ ହୋଇଛନ୍ତି। ତେବେ ଭୁବନେଶ୍ୱର ରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା 9001 ଚିନ୍ହଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି 5419 ଜଣ। ସକ୍ରୀୟ 3535 ଓ ମୃତ 38 ଜଣ।

ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.