ETV Bharat / city

ଆଜି ରାଜ୍ୟରେ ସୁସ୍ଥ ହେଲେ 3 ହଜାର 464 କୋରୋନା ଆକ୍ରାନ୍ତ

author img

By

Published : Apr 25, 2021, 8:08 PM IST

ଆଜି ରାଜ୍ୟରେ କୋରୋନାରୁ ପୁଣି ସୁସ୍ଥ ହେଲେ 3ହଜାର 464 ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସୁସ୍ଥହାର 3ଲକ୍ଷ 62 ହଜାର 931ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ରାଜ୍ୟରେ ସୁସ୍ଥ ହେଲେ 3ହଜାର 464 କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ କୋରୋନାରୁ ପୁଣି ସୁସ୍ଥ ହେଲେ 3ହଜାର 464 ଆକ୍ରାନ୍ତ । ଖୋର୍ଦ୍ଧାରୁ 541 ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ 526, ନୂଆପଡାରୁ 340, ଝାରସୁଗୁଡାରୁ 238, କେନ୍ଦୁଝରରୁ 199, ସମ୍ବଲପୁରରୁ 153, କଟକରୁ 152, ବରଗଡରୁ 140, ପୁରୀରୁ 128 ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ନବରଙ୍ଗପୁରରୁ 97, ବଲାଙ୍ଗୀରରୁ 87, ବାଲେଶ୍ବରରୁ 84, ମୟୂରଭଞ୍ଜରୁ 69, ରାୟଗଡାରୁ 62, ଗଜପତିରୁ 59, ଗଞ୍ଜମରୁ 58, ଦେବଗଡରୁ 54, କଳାହାଣ୍ଡିରୁ 54, ଭଦ୍ରକରୁ 53, ଅନୁଗୁଳରୁ 49, ଯାଜପୁରରୁ 41, ନୟାଗଡରୁ 33, ଜଗତସିଂହପୁରରୁ 30, କୋରାପୁଟରୁ 24, ସୋନପୁରରୁ 24, କେନ୍ଦ୍ରାପଡାରୁ 22, ଢେଙ୍କାନାଳରୁ 15, କନ୍ଧମାଳରୁ 10, ମାଲକାଗିରିରୁ 4 ଓ ଷ୍ଟେଟପୁଲରୁ 118 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସୁସ୍ଥହାର 3ଲକ୍ଷ 62 ହଜାର 931ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.