ETV Bharat / city

ରାଜ୍ୟରେ ଆରୋଗ୍ୟ ହେଲେ 3278 ଆକ୍ରାନ୍ତ

author img

By

Published : Sep 3, 2020, 8:19 PM IST

ରାଜ୍ୟରେ ଗୁରୁବାର ଆରୋଗ୍ୟ ହୋଇଛନ୍ତି 3278 ଆକ୍ରାନ୍ତ । ଫଳରେ ମୋଟ ସୁସ୍ଥ ସଂଖ୍ୟା ରାଜ୍ୟରେ 87 ହଜାର ପାର ହୋଇଛି । ଅଧିକ ପଢନ୍ତୁ..

3278-corona-patient-today-recover
3278-corona-patient-today-recover

ଭୁବନେଶ୍ବର: ରାଜ୍ୟରେ ଗୁରୁବାର ଆରୋଗ୍ୟ ହୋଇଛନ୍ତି 3278 ଆକ୍ରାନ୍ତ । ଫଳରେ ମୋଟ ସୁସ୍ଥ ସଂଖ୍ୟା ରାଜ୍ୟରେ 87 ହଜାର ପାର ହୋଇଛି । 30ଟି ଜିଲ୍ଲାରେ କୋରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ 511 ଜଣ ସୁସ୍ଥ ହୋଇଥିବାବେଳେ ଗଂଜାମରେ 368, କଟକରେ 230, ଯାଜପୁରରେ 195, ରାୟଗଡାରେ 187 ଜଣ ଆଜି ଆରୋଗ୍ୟ ହୋଇଛନ୍ତି ।

ସେହିପରି ବରଗଡରେ 185, ବାଲେଶ୍ୱରରେ 124, ପୁରୀରେ 122, ନୟାଗଡରେ 121, ମାଲକାନଗିରିରରେ 117, ମୟୁରଭଞ୍ଜରେ 117, କୋରାପୁଟରେ 107, ସୁନ୍ଦରଗଡରେ 104, ଭଦ୍ରକରେ 98, ଝରସୁଗୁଡ଼ାରେ 89, କନ୍ଧମାଳରେ 88, ଜଗତସିଂହପୁରରେ 77, କେନ୍ଦୁଝରରେ 69, ସମ୍ବଲପୁରରେ 67, ଢେଙ୍କାନାଳରେ 66, ନବରଙ୍ଗପୁରରେ 47 ସୁସ୍ଥ ହୋଇଛନ୍ତି ।

ଅନ୍ୟପଟେ ଗଜପତିରେ 43, କେନ୍ଦ୍ରାପଡାରେ 35, ନୂଆପଡାରେ 25, ବଲାଙ୍ଗୀରରେ 24, କଳାହାଣ୍ଡିରେ 24, ସୋନପୁରରେ 23, ବୌଦ୍ଧରେ 8, ଦେଓଗଡରେ 5, ଓ ଅନୁଗୁଳରେ 2 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 87 ହଜାର 351 ଜଣ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.