ETV Bharat / city

ଭୁବନେଶ୍ୱରରେ 324 ନୂଆ ଆକ୍ରାନ୍ତ ଚିହ୍ନଟ, 108 ସୁସ୍ଥ - ଭୁବନେଶ୍ୱରରେ 324 ନୂଆ ଆକ୍ରାନ୍ତ ଚିହ୍ନଟ

ରାଜଧାନୀରେ କାୟା ବିସ୍ତାର କରୁଛି କୋରୋନା ମହାମାରୀ। ଶୁକ୍ରବାର ପୁଣି ଏଠାରେ 324 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଏମସି ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

Breaking News
author img

By

Published : Aug 21, 2020, 7:53 PM IST

ଭୁବନେଶ୍ୱର: ରାଜଧାନୀରେ କାୟା ବିସ୍ତାର କରୁଛି କୋରୋନା ମହାମାରୀ। ଶୁକ୍ରବାର ପୁଣି ଏଠାରେ 324 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଏମସି ପକ୍ଷରୁ କୁହାଯାଇଛି ।

ଶୁକ୍ରବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 174 ରହିଥିବା ବେଳେ ସ୍ଥାନୀୟ ସଂକ୍ରମଣ 151 ରହିଛନ୍ତି । କ୍ଵାରେଣ୍ଟାଇନ କେନ୍ଦ୍ରରୁ 173 ଜଣ ଚିନ୍ହଟ ହୋଇଥିବା ବେଳେ 4 ଜଣଙ୍କର ଟ୍ରାଭେଲ ହିଷ୍ଟ୍ରି ରହିଛି। ସେହିପରି 108 ଜଣ ସୁସ୍ଥ ହୋଇଛନ୍ତି।

ତେବେ କ୍ଵାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ 173 ଜଣଙ୍କ ମଧ୍ୟରୁ ରାଜମହଲ ଛକ ନିକଟରୁ 9 ଜଣ, ନୀଳାଦ୍ରି ବିହାରରୁ 8 ଜଣ, 4 ଜଣ ପଥରବନ୍ଧ, 6 ଜଣ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, 6 ଜଣ ରେଳ କର୍ମଚାରୀ, 5 ଜଣ ନୟାପଲ୍ଲୀ, 4 ଜଣ ସୁଖ ବିହାର, 8 ଜଣ ଟ୍ରାଫିକ କର୍ମଚାରୀ, 6 ଜଣ ଶିଖରଚଣ୍ଡୀ, 4 ଜଣ ରିଜର୍ଭ ପୋଲିସ କର୍ମଚାରୀ, 3 ଜଣ ଲକ୍ଷ୍ମୀ ସାଗର, 3 ଜଣ ଖଣ୍ଡଗିରି, 5 ଜଣ ପାତ୍ରପଡା, 3 ଜଣ ପୋଖରୀପୁଟ, 4 ଜଣ ସହିଦ ନଗରର ରହିଛନ୍ତି ।

ସେହିପରି ଭରତପୁର, ଖଣ୍ଡଗିରି, ବାଲିପାଟଣା, ବରଗଡ, ବୁଧନଗର, ଚକେଇସିଆଣି, ଡୁମଡୁମା, ନୟାପଲ୍ଲୀ, ଓଲଡ଼ ଟାଉନ ଆଦି ଅଂଚଳରେ ଜଣେ ଲେଖାଏଁ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି। ଅନ୍ୟପଟେ ସ୍ଥାନୀୟ ସଂକ୍ରମଣରେ 151 ଆକ୍ରାନ୍ତ ଚିନ୍ହଟ ହୋଇଥିବା ବେଳେ 6 ଜଣ ପଟିଆ ଅଂଚଳରୁ, 6 ଜଣ ସହିଦ ନଗର, 3 ଜଣ ବମୀଖାଲ, 3 ଜଣ ବାପୁଜୀନଗର, 4 ଜଣ ଡୁମଡୁମା, 4 ଜଣ ଝାରପଡା, 3 ଜଣ ସାଲିଆ ସାହି, 5 ଜଣ ଲକ୍ଷ୍ମୀସାଗର, 3 ଜଣ ରସୁଲଗଡ ଶବର ସାହି। ସେହିପରି ସୁନ୍ଦରପଦା, ମଧୁସୂଦନନଗର, ଖାରବେଳ ନଗର, ନୟାପଲ୍ଲୀ, ବରମୁଣ୍ଡା, ବମିଖାଲ, ଓଲଡ଼ ଟାଉନ ଅଂଚଳରେ ଜଣେ ଲେଖାଏଁ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି।

ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା 6720 ହୋଇଥିବା ବେଳେ 4061ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା 33 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 2618ଟି ସକ୍ରିୟ ମାମଲା ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.