ETV Bharat / city

ରାଜ୍ୟରେ ଗୋଟିଏ ଦିନରେ 305 ନୂଆ ଆକ୍ରାନ୍ତ ଚିହ୍ନଟ - 305 ନୂଆ ଆକ୍ରାନ୍ତ

ରାଜ୍ୟରେ ଧିରେ ଧିରେ କମୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ 29ଟି ଜିଲ୍ଲାରେ 305 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୋଟ 3 ଲକ୍ଷ 29 ହଜାର 306 ଜଣ ସଂକ୍ରମିତ ହୋଇଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରେ ଗୋଟିଏ ଦିନରେ 305 ନୂଆ ଆକ୍ରାନ୍ତ ଚିହ୍ନଟ

author img

By

Published : Dec 30, 2020, 12:44 PM IST

ଭୁବନେଶ୍ବର:ରାଜ୍ୟରେ ତଳମୁହାଁ କୋରୋନା ଗ୍ରାଫ । ଗତ 24 ଘଣ୍ଟାରେ 29ଟି ଜିଲ୍ଲାରେ 305 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୋଟ 3 ଲକ୍ଷ 29 ହଜାର 306 ଜଣ ସଂକ୍ରମିତ ହୋଇଛନ୍ତି । ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 174 ଚିହ୍ନଟ ହୋଇଥିବା ବେଳେ, 131 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ।

ସେହିପରି ଅନୁଗୋଳରୁ 26, ବାଲେଶ୍ବରରେ 14, ବରଗଡରେ 25, ଭଦ୍ରକରେ 2, ବଲାଙ୍ଗୀରରେ 16, ବୌଦ୍ଧରେ 3, କଟକରେ 23, ଦେବଗଡ଼ରେ 4, ଢେଙ୍କାନାଳରେ 2, ଗଞ୍ଜାମରେ 1, ଜଗତସିଂହପୁରରେ 9, ଯାଜପୁର 16, ଝାରସୁଗୁଡ଼ାରେ 8, କଳାହାଣ୍ଡି 5, କେନ୍ଦ୍ରାପଡାରେ 10, କେନ୍ଦୁଝରରେ 17, ଖୋର୍ଦ୍ଧାରେ 23, କୋରାପୁଟରେ 1, ମୟୂରଭଞ୍ଜରେ 19, ନବରଙ୍ଗପୁରରେ 1, ନୟାଗଡ଼ରେ 6, ନୂଆପଡାରେ 6, ପୁରୀରେ 1, ରାୟଗଡାରେ 1, ସମ୍ବଲପୁରରେ 28, ସୋନପୁରରେ 3, ସୁନ୍ଦରଗଡରେ 28 ଓ ଷ୍ଟେଟ ପୋଲରେ 6 ଜଣ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 29 ହଜାର 306 ପାର ହୋଇଛି ।

ଗତ 24 ଘଣ୍ଟାରେ 383 ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି 3 ଲକ୍ଷ 24 ହଜାର 775 ଜଣ । ବର୍ତ୍ତମାନ 2 ହଜାର 607 ଜଣ ଚିକିତ୍ସାଧୀନ ଅଛନ୍ତି । ତେବେ ରାଜ୍ୟରେ ମୋଟ 69 ଲକ୍ଷ 15 ହଜାର 438ଟି କୋରୋନା ଟେଷ୍ଟ ସରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.