ETV Bharat / city

ଆରୋଗ୍ୟ ସଂଖ୍ୟାରେ ଓଡିଶାର ମାଇଲଖୁଣ୍ଟ, ସୁସ୍ଥ ହେଲେଣି 3 ଲକ୍ଷ

author img

By

Published : Dec 15, 2020, 9:02 PM IST

ରାଜ୍ୟରେ କୋରୋନା ସଂକ୍ରମଣ ମାମଲା ଦିନକୁ ଦିନକୁ ତଳକୁ ଖସିବାରେ ଲାଗିଛି । ସେପଟେ, ସୁସ୍ଥ ସଂଖ୍ୟାର ଗ୍ରାଫ ବଢିବାରେ ଲାଗିଛି । ଅଧିକ ପଢନ୍ତୁ...

corona
ଆରୋଗ୍ୟ ସଂଖ୍ୟାରେ ଓଡିଶାର ମାଇଲଖୁଣ୍ଟ

ଭୁବନେଶ୍ବର: କୋରୋନା ଆରୋଗ୍ୟ ସଂଖ୍ୟାରେ ମାଇଲଖୁଣ୍ଟ ଛୁଇଁଲା ଓଡିଶା । ମଙ୍ଗଳବାର(ଆଜି) 392 ଜଣ କୋରୋନା ଆକ୍ରାନ୍ତ ମହାମାରୀକୁ ହରାଇବାରେ ସଫଳ ହେବା ପରେ ମୋଟ ଆରୋଗ୍ୟ 3 ଲକ୍ଷରେ ପହଞ୍ଚିଛି ।

ଆରୋଗ୍ୟଙ୍କ ମଧ୍ୟରେ ଖୋର୍ଦ୍ଧାରୁ 46 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡରୁ ସର୍ବାଧିକ 71 ଜଣ ଭାଇରସକୁ ପରାସ୍ତ କରିଛନ୍ତି । ଅନୁଗୋଳରେ 36, ମୟୂରଭଞ୍ଜରେ 29,କଳାହାଣ୍ଡିରେ 27, କଟକରେ 25, ଝାରସୁଗୁଡାରେ 18, ପୁରୀରେ 18, କେନ୍ଦ୍ରାପଡାରୁ 12 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି ।

ସେହିପରି ନୂଆପଡାରୁ 11, ସମ୍ବଲପୁରରୁ 11, ବାଲେଶ୍ୱରରୁ 10, ବରଗଡରୁ 9, ବଲାଙ୍ଗୀରରୁ 9, ଜଗତସିଂହପୁରରୁ 6, ଦେଓଗଡରୁ ଯାଜପୁର, ମାଲକାନଗିରି, ନୟାଗଡରୁ 5 ଜଣ ଲେଖାଏଁ ଆରୋଗ୍ୟ ହୋଇଛନ୍ତି । କେନ୍ଦୁଝର ଓ କୋରାପୁଟରୁ 4, ବୌଦ୍ଧ ଓ ଗଞ୍ଜାମରେ 3, ଢେଙ୍କାନାଳ ଓ ରାୟଗଡରୁ 2, ନବରଙ୍ଗପୁର ଓ ସୋନପୁରରୁ ଜଣିଏ ଲେଖାଏଁ କୋରୋନାକୁ ହରାଇଛନ୍ତି । ତେବେ ରାଜ୍ୟର ଷ୍ଟେଟ ପୋଲରେ 8 ଜଣ। ମୋଟ ଆରୋଗ୍ୟ ସଂଖ୍ୟା 31 9850ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.