ETV Bharat / city

କୁଇକ ଆକ୍ସନ ଟିମ ହାତରେ 3 ବ୍ରାଉନସୁଗାର ବେପାରୀ

author img

By

Published : Sep 14, 2019, 4:58 AM IST

ସ୍ଥାନୀୟ ଲକ୍ଷ୍ମୀସାଗର ଥାନା ଅଞ୍ଚଳର କେନାଲ ରୋଡରେ କାରବାର ବେଳେ ଧରା ପଡିଛନ୍ତି 3 ବ୍ରାଉନସୁଗାର ବେପାରୀ । ଖବର ପାଇ ବେପାରୀମାନଙ୍କୁ କାବୁ କରିଛନ୍ତି କମିସନରେଟ ପୋଲିସ ଅଧିକାରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ସ୍ଥାନୀୟ ଲକ୍ଷ୍ମୀସାଗର ଥାନା ଅଞ୍ଚଳର କେନାଲ ରୋଡରେ କାରବାର ବେଳେ ଧରା ପଡିଛନ୍ତି 3 ବ୍ରାଉନସୁଗାର ବେପାରୀ । ଖବର ପାଇ ବେପାରୀମାନଙ୍କୁ କାବୁ କରିଛନ୍ତି କମିସନରେଟ ପୋଲିସ ଅଧିକାରୀ । ଏଥିସହ ସେମାନଙ୍କଠାରୁ ପ୍ରାୟ 41ଗ୍ରାମ ବ୍ରାଉନସୁଗାର ଓ 37ହଜାର 180ଟଙ୍କା ମଧ୍ୟ ଜବତ କରିଛି ପୋଲିସ।

ଧରା ପଡିଥିବା ବେପାରୀମାନେ ହେଉଛନ୍ତି ଲକ୍ଷ୍ମୀସାଗରର ସଞ୍ଜୟ କୁମାର ଭୋଇ, ମୟୂରଭଞ୍ଜର ଚକ୍ରଧର ବେହେରା ଓ ବାଲେଶ୍ବରର ଏସ.କେ ଇକବାଲ । ଇକବାଲ ବାଲେଶ୍ବରରୁ ବ୍ରାଉନସୁଗାର ଆଣି ଅନ୍ୟମାନଙ୍କୁ ଯୋଗାଉଥିବା ଜଣା ପଡିଛି । ଅନ୍ୟପଟେ ଜବତ ବ୍ରାଉନସୁଗାରର ପରିମାଣ ପ୍ରାୟ 4ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି ।

ତେବେ କିଛି ଦିନ ତଳେ ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତକୁ ଧରିଥିଲା ପୋଲିସ । ଯାହାଠାରୁ 30 ଲକ୍ଷ ମୂଲ୍ୟର ପ୍ରାୟ 300 ଗ୍ରାମ୍‌ ବ୍ରାଉନସୁଗାର ସହ ଦୁଇ ଲକ୍ଷ ଟଙ୍କା ଜବତ କରିଥିଲା ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:କ୍ଯୁଏଟି ହାତରେ ୩ ବ୍ରାଉନସୁଗାର ବେପାରିBody:

କୁଇକ ଆକ୍ସନ ଟିମ ହାତରେ ୩ ବ୍ରାଉନସୁଗାର ବେପାରି। ଲକ୍ଷ୍ମିସାଗର ଥାନା ଅଂଚଳର କାନାଲ ରୋଡରେ କାରବାର ବେଳେ କାବୁ କଲେ କମିସନରେଟ ପୋଲିସ ଅଧିକାରି। ସେମାନଙ୍କ ଠାରୁ ୪୧ ଗ୍ରାମ ବ୍ରାଉନସୁଗାର ସହ ୩୭ହଜାର୧୮୦ଟଙ୍କା ଜବତ କରିଛି ପୋଲିସ।ସେମାନେ ହେଲେ ଲକ୍ଷ୍ମିସାଗର ସଂଜୟ କୁମାର ଭୋଇ,ମୟୁରଭଞ୍ଜର ଚକ୍ରଧର ବେହେରା ସହ ବାଲେଶ୍ବରର ଏସ କେ ଇକବାଲ।ତେବେ ଇକବାଲ ବାଲେଶ୍ବରରୁ ବ୍ରାଉନସୁଗାର ଆଣି ଏମାନଙ୍କୁ ଯୋଗାଉଥିଲା । ତେବେ ଜବତ ବ୍ରାଉନସୁଗାର ପରିମାଣ ୪ଲକ୍ଷ ଟଙ୍କାରୁ ଉର୍ଧ ହେବ ବୋଲି ଜଣାପଡିଛି। ତେବେ କିଛି ଦିନ ତଳେ ବଳଙ୍ଗାର ଜଣେ ଅଭିଯୁକ୍ତକୁ ଧରିଥିଲା ପୋଲିସ । ଯାହାଠାରୁ ୩୦୦ ଗ୍ରାମ ଅର୍ଥାତ ୩୦ ଲକ୍ଷର ବ୍ରାଉନସୁଗାର ସହ ଦୁଇ ଲକ୍ଷ ଟଙ୍କା ଜବତ କରିଥିଲା ପୋଲିସConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.