ETV Bharat / city

ବିଜେପୁର ପାଇଁ ବିଜେଡ଼ିର ସମନ୍ବୟ କମିଟି ଗଠନ

ବିଜେପୁର ପାଇଁ ଶାସକ ବିଜେଡ଼ିର ପ୍ରସ୍ତୁତି । ଯେକୌଣସି ସମୟରେ ଉପ ନିର୍ବାଚନ ପାଇଁ ପ୍ରକାଶ ପାଇପାରେ ବିଜ୍ଞପ୍ତି । ଯାହାକୁ ଦୃଷ୍ଟିରେ ରଖି ଦଳ ଗଠନ କରିଛି ସମନ୍ବୟ କମିଟି ।

author img

By

Published : Sep 18, 2019, 7:38 PM IST

ଡ଼ିଜାଇନ୍ ଫଟୋ

ଭୁବନେଶ୍ବର: ଯେକୌଣସି ସମୟରେ ବିଜେପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇପାରେ ବିଜ୍ଞପ୍ତି । ଉପନିର୍ବଚନକୁ ନେଇ ପ୍ରସ୍ତୁତ ଆରମ୍ଭ କରିଛି ଶାସକ ବିଜେଡି । ବିଜେପୁରରେ ବିଜୟ ହାସଲ ପାଇଁ ଦଳ ଗଠନ କରିଛି ଏକ ସମନ୍ୱୟ କମିଟି।

bijepura
ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ଏହି କମିଟିରେ ରହିଛନ୍ତି ଦଳର ଅନେକ ବରିଷ୍ଠ ନେତା । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂ, କଳିକେଶ ସିଂଦେଓ ଏବଂ ସଞ୍ଜୟ ଦାସବର୍ମାଙ୍କ ନାମ କମିଟିରେ ସ୍ଥାନ ପାଇଛି ।
ଏକ ବିଜ୍ଞପ୍ତି ଜରିଆରେ ଦଳ ପ୍ରକାଶ କରିଛି ଏହି ନେତାଙ୍କ ନାମ । ବିଭିନ୍ନ ସ୍ଥାନରେ ନେତାଙ୍କୁ ଦାୟିତ୍ବ ଦେବା ସହିତ ପୂରା ନିର୍ବାଚନରେ ମଙ୍ଗ ଧରିବେ ଏହି ନେତା।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଯେକୋୖଣସି ସମୟରେ ବିଜେପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି । ଏହାକୁ ନେଇ ଶାସକ ବିଜେଡି ପ୍ରସ୍ତୁତ ହେଉଛି। ଉପ ନିର୍ବାଚନ ପାଇଁ ଏକ ସମନ୍ୱୟ କମିଟି ଗଠନ କରିଛି ଦଳ। କମିଟିରେ ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂ, କାଲିକେଶ ସିଂଦେଓ, ସଞ୍ଜୟ ଦାସବର୍ମା ରହିଛନ୍ତି। ଏମାନେ ବିଭିନ୍ନ ସ୍ଥାନରେ ନେତାଙ୍କୁ ଦାୟିତ୍ବ ଦେବା ସହିତ ପୂରା ନିର୍ବାଚନରେ ମଙ୍ଗ ଧରିବେ। ଏନେଇ ଦଳୀୟ ବିଜ୍ଞପ୍ତି ପ୍ରକାଶ ପାଇଛି।Body:ହହConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.