ETV Bharat / city

କ୍ୟାପିଟାଲ ହସ୍ପିଟାଲରେ 2ୟ ଦିନରେ ଟୀକାକରଣ; 200 ଟିକା ଦେବାକୁ ଲକ୍ଷ୍ୟ

author img

By

Published : Jan 18, 2021, 2:21 PM IST

କ୍ୟାପିଟାଲ ହସ୍ପିଟାଲରେ 2ୟ ଦିନରେ ଟୀକାକରଣ। 2ୟ ଦିନରେ ପ୍ରଥମେ ଟିକା ନେଇଛନ୍ତି ହସ୍ପିଟାଲର ଆଇସିୟୁ ଡ୍ରେସର କର୍ମଚାରୀ। ଅଧିକ ପଢନ୍ତୁ...

କ୍ୟାପିଟାଲ ହସ୍ପିଟାଲରେ 2ୟ ଦିନରେ ଟୀକାକରଣ; 200 ଟୀକା ଦେବାକୁ ଲକ୍ଷ୍ୟ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ 2ୟ ଦିନରେ ଟୀକାକରଣ। 200 ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ। କ୍ୟାପିଟାଲ ହସ୍ପିଟାଲରେ 2ୟ ଦିନରେ ପ୍ରଥମେ ଟିକା ନେଇଛନ୍ତି ହସ୍ପିଟାଲର ଆଇସିୟୁ ଡ୍ରେସର କର୍ମଚାରୀ।

ଟୀକାକରଣର 2ୟ ଦିନରେ କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ କାମ କରୁଥିବା ଗୁରୁପ୍ରସାଦ ଶତପଥୀ ଆଜି ପ୍ରଥମେ ଟିକା ନେଇଛନ୍ତି। ଏନେଇ କ୍ୟାପିଟାଲ ହସ୍ପିଟାଲରେ ନିର୍ଦ୍ଦେଶକ କହିଛନ୍ତି ଯେ, ଆଜି କ୍ୟାପିଟାଲ ହସ୍ପିଟାଲରେ ପଖାପାଖି 200ରୁ 300 ଜଣ ଟିକା ନେବେ ପାଇଁ ଲକ୍ଷ୍ୟ ରହିଛି। ଟୀକାକରଣର ପ୍ରଥମ ଦିନରେ 156 ଜଣ ଟିକା ଗ୍ରହଣ କରିଥିଲେ। ସେମାନଙ୍କ ପାଖରେ କୌଣସି ପାର୍ଶ୍ଵପ୍ରତିକ୍ରିୟା ଦେଖାଯାଇନାହିଁ। କ୍ୟାପିଟାଲ ହସ୍ପିଟାଲକୁ 10 ହଜାର କୋଭାକ୍ସିନ ଡୋଜ ଆସିଥିବା କହିଛନ୍ତି ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.