ETV Bharat / city

ରାଜ୍ୟରେ ବଢୁଛି କୋରୋନା ସୁସ୍ଥ ହାର

author img

By

Published : Oct 18, 2020, 9:14 PM IST

ଦିନକୁ ଦିନ ରାଜ୍ୟରେ କୋରୋନା ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଉଛି । ଏହି କ୍ରମରେ ରବିବାର ରାଜ୍ୟରେ 2610 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରେ ବଢୁଛି କୋରୋନା ସୁସ୍ଥ ହାର
ରାଜ୍ୟରେ ବଢୁଛି କୋରୋନା ସୁସ୍ଥ ହାର

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାରି ମଧ୍ୟରେ ଦିନକୁ ଦିନ ରାଜ୍ୟରେ କୋରୋନା ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଉଛି । ଏହି କ୍ରମରେ ରବିବାର ରାଜ୍ୟରେ 2610 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସୁସ୍ଥ ସଂଖ୍ୟା 2 ଲକ୍ଷ 46 ହଜାର 837ରେ ପହଞ୍ଚିଛି ।

ମୋଟ 2610 ସୁସ୍ଥ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ 438 ଜଣ ଆରୋଗ୍ୟ ହୋଇଥିବା ବେଳେ କଟକରେ 204, ଯାଜପୁରରେ 119, ଅନୁଗୋଳରେ 148, ସୁନ୍ଦରଗଡରେ 171, ବାଲେଶ୍ୱରରେ 113, ସମ୍ବଲପୁରରେ 109, ମୟୂରଭଞ୍ଜରେ 99, ବଲାଙ୍ଗୀରିରେ 95, ନବରଙ୍ଗପୁରରେ 91, ବରଗଡରେ 83, ଜଗତସିଂହପୁରରେ 78, ଭଦ୍ରକରେ 69, ଝାରସୁଗୁଡାରେ 68, କେନ୍ଦ୍ରାପଡାରେ 68, କେନ୍ଦୁଝର ଓ ନୂଆପଡାରେ 61, ପୁରୀରେ 54, ସୋନପୁରରେ 53, କଳାହାଣ୍ଡିରେ 52, କୋରାପୁଟରେ 50, କନ୍ଧମାଳରେ 45, ନୟାଗଡରେ 41, ଗଂଜାମରେ 34, ଢେଙ୍କାନାଳରେ 30, ମାଲକାନଗିରିରେରେ 28, ବୌଦ୍ଧରେ 18, ଦେଓଗଡରେ 13, ଗଜପତିରେ 12, ରାୟଗଡାରେ 12 ଏବଂ ଷ୍ଟେଟ ପୁଲରେ 93 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.