ETV Bharat / city

ବେସରକାରୀ ସ୍କୁଲରେ ପଢିବେ 25 ପ୍ରତିଶତ ଗରିବ ଛାତ୍ରଛାତ୍ରୀ: ଗଣଶିକ୍ଷା ମନ୍ତ୍ରୀ - ବେସରକାରୀ ସ୍କୁଲରେ ପଢିବେ 25 ପ୍ରତିଶତ ଗରିବ ଛାତ୍ରଛାତ୍ରୀ

ବେସରକାରୀ ସ୍କୁଲରେ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ ପାଇଁ ଏକ ନୂତନ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଶିକ୍ଷା ଅଧିକାର ସମ୍ପର୍କିତ ପୋର୍ଟାଲ www.rtepardarshi.odisha.gov.in ମାଧ୍ୟମରେ ଆବେଦନ କରିପାରିବେ । ଅଧିକ ପଢନ୍ତୁ...

Education Minister Samir das
ବେସରକାରୀ ସ୍କୁଲରେ ପଢିବେ 25 ପ୍ରତିଶତ ଗରିବ ଛାତ୍ରଛାତ୍ରୀ: ଗଣ ଶିକ୍ଷାମନ୍ତ୍ରୀ
author img

By

Published : Feb 24, 2021, 7:50 PM IST

ଭୁବନେଶ୍ବର: ଶିକ୍ଷା ଅଧିକାର ସମ୍ପର୍କିତ ପାରଦର୍ଶୀ ପୋର୍ଟାଲର ଶୁଭାରମ୍ଭ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଏହି ପୋର୍ଟାଲ ମାଧ୍ୟମରେ ସମାଜର ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ବେସରକାରୀ ବିଦ୍ୟାଳୟରେ ପଢିବା ପାଇଁ ଆବେଦନ କରିବା ସୁଯୋଗ ପାଇପାରିବେ ।

Education Minister Samir das
ବେସରକାରୀ ସ୍କୁଲରେ ପଢିବେ 25 ପ୍ରତିଶତ ଗରିବ ଛାତ୍ରଛାତ୍ରୀ: ଗଣ ଶିକ୍ଷାମନ୍ତ୍ରୀ

ବେସରକାରୀ ସ୍କୁଲରେ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ ପାଇଁ ଏକ ନୂତନ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ସମସ୍ତ ବେସରକାରୀ ବିଦ୍ୟାଳୟ ଗୁଡିକ ଅନଗ୍ରସର ବର୍ଗର ପିଲାମାନଙ୍କୁ ଏବଂ ଆର୍ଥିକସ୍ତରର ଦୁର୍ବଳ ଶ୍ରେଣୀର ପିଲାମାନଙ୍କୁ ପ୍ରବେଶ ପାଇଁ ମୋଟ ସିଟର 25 ପ୍ରତିଶତ ସିଟ ସଂରକ୍ଷିତ ରଖିବା ବାଧ୍ୟତାମୂଳକ କରାଯାଇଛି । ଏହା ଭାରତ ସରକାରଙ୍କ ଶିକ୍ଷା ଅଧିକାରୀରେ ମୁଖ୍ୟ ଲକ୍ଷ୍ୟ ରହିଛି । ଏହି ଅବସରରେ ଶିକ୍ଷା ଅଧିକାର ସମ୍ପର୍କିତ ପୋର୍ଟାଲ www.rtepardarshi.odisha.gov.in ମାଧ୍ୟମରେ କାର୍ଯ୍ୟକାରୀ କରାଯିବ । ଏହା ମାଧ୍ୟମରେ ସାରା ରାଜ୍ୟର ବେସରକାରୀ ସ୍କୁଲରେ 25 ପ୍ରତିଶତ ଗରିବ ଛାତ୍ରଛାତ୍ରୀ ଆବେଦନ କରି ଅଧ୍ୟୟନ କରିବା ସୁଯୋଗ ପାଇପାରିବେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.