ETV Bharat / city

Covid Recovery Report: ଆଜି ସୁସ୍ଥ ହେଲେ ୨୪୫ କୋଭିଡ ସଂକ୍ରମିତ - କୋରୋନା ଖବର

ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ସୋମବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୪୫ କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୬ ହଜାର ୭୪୬କୁ ବୃଦ୍ଧି ହୋଇଛି ।

Covid Recovery Report: ଆଜି ସୁସ୍ଥ ହେଲେ ୨୪୫  କୋଭିଡ ସଂକ୍ରମିତ

author img

By

Published : Nov 22, 2021, 10:29 PM IST

ଭୁବନେଶ୍ବର : ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ସୋମବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୪୫ କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୬ ହଜାର ୭୪୬କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୧୧୮ ଆକ୍ରାନ୍ତ । ଖୋର୍ଦ୍ଧା ପରେ କଟକରୁ ୨୨ ଆକ୍ରାନ୍ତ କୋରୋନା ମୁକ୍ତ ହୋଇଛନ୍ତି ।

  • Another 245 Covid patients have recovered and are being discharged on 22.11.2021

    118 from Khordha
    22 from Cuttack
    18 from Sambalpur
    8 from Bhadrak
    8 from Jajapur
    8 from Sundargarh
    6 from Baleswar
    5 from Mayurbhanj
    4 from Kendrapara
    3 from Dhenkanal
    3 from Jagatsinghpur

    — H & FW Dept Odisha (@HFWOdisha) November 22, 2021 " class="align-text-top noRightClick twitterSection" data=" ">

ସମ୍ବଲପୁରରୁ ୧୮, ଭଦ୍ରକରୁ ୮, ଯାଜପୁରରୁ ୮, ସୁନ୍ଦରଗଡରୁ ୮, ବାଲେଶ୍ବରରୁ ୬, ମୟୂରଭଞ୍ଜରୁ ୫, କେନ୍ଦ୍ରାପଡାରୁ ୪, ଢେଙ୍କାନାଳରୁ ୩, ଓ ଜଗତସିଂହପୁରରୁ ୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । କେନ୍ଦୁଝରରୁ ୩, ଦେବଗଡରୁ ୨, ଗଞ୍ଜାମରୁ ୨, ଝାରସୁଗୁଡାରୁ ୨, ଅନୁଗୋଳରୁ ୧, ବରଗଡରୁ ୧, କଳାହାଣ୍ତିରୁ ୧, କୋରାପୁଟରୁ ୧, ମାଲକାନଗିରିରୁ ୧, ନୟାଗଡରୁ ୧ ଓ ପୁରୀରୁ ଜଣେ ସୁସ୍ଥ ହୋଇଛନ୍ତି । ଏହାସହ ଷ୍ଟେଟପୁଲ ସଂଖ୍ୟା ୨୬ ରହିଛି ।

  • 3 from Keonjhar
    2 from Deogarh
    2 from Ganjam
    2 from Jharsuguda
    1 from Anugul
    1 from Bargarh
    1 from Kalahandi
    1 from Koraput
    1 from Malkangiri
    1 from Nayagarh
    1 from Puri
    26 from State Pool

    The total recovered cases of Odisha now stand at 1036746

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.