ETV Bharat / city

ରାଜ୍ୟରେ ଦିନକରେ 244 ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ - corona update

ଗତ 24 ଘଣ୍ଟା ରାଜ୍ୟରେ 244 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ରାଜ୍ୟରେ ଦିନକରେ 244 ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

author img

By

Published : Jan 11, 2021, 12:15 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣର ଗ୍ରାଫ ଦିନକୁ ଦିନ ତଳକୁ ଖସିବାରେ ଲାଗିଛି । ଆଜି ଦିନକରେ 244ଜଣ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ 142ଟି କେସ କ୍ବାରେଣ୍ଟାଇନରୁ ଆସିଥିବା ବେଳେ ଲୋକାଲ କେସ 102 ରହିଛି । ଅନ୍ୟପଟେ ଗତ 24 ଘଣ୍ଟାରେ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଖୋର୍ଦ୍ଧାର 48 ବର୍ଷିୟ ଜଣେ ପୁରୁଷ ।

ତେବେ ଆଜିର ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ 15, ବାଲେଶ୍ବରରୁ 9, ବରଗଡରୁ 23, ଭଦ୍ରକରୁ 3, ବଲାଙ୍ଗୀରରୁ 19, କଟକରୁ 5, ଦେଓଗଡରୁ 1, ଗଜପତିରୁ 19, ଜଗତସିଂହପୁରରୁ ଜଣେ, ଯାଜପୁରରୁ 10, ଝାରସୁଗୁଡାରୁ 19, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ 7, କେନ୍ଦ୍ରାପଡାରୁ 5, କେନ୍ଦୁଝରରୁ 7, ଖୋର୍ଦ୍ଧାରୁ 9, ମାଲକାନଗିରିରୁ 1, ମୟୂରଭଞ୍ଜରୁ 5, ନୂଆପଡାରୁ 4, ପୁରୀରୁ 8, ରାୟଗଡାରୁ 8 , ସମ୍ବଲପୁରରୁ 37, ସୋନପୁରରୁ 4, ସୁନ୍ଦରଗଡରୁ 22 ଜଣ ଓ ଷ୍ଟେଟ ପୁଲରୁ 2ଜଣ ରହିଛନ୍ତି ।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 3 ଲକ୍ଷ 32 ହଜାର 106ରେ ପହଞ୍ଚିଛି । ଅନ୍ୟପକ୍ଷେ ସର୍ବମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି 3 ଲକ୍ଷ 28 ହଜାର 43ଜଣ । ଏଥିସହ ବର୍ତ୍ତମାନ ସକ୍ରିୟ ମାମଲା 2 ହଜାର 118ଟି ରହିଛି । ତେବେ ରାଜ୍ୟରେ ମୋଟ 72,01,736 ଟି ନମୁନା ପରୀକ୍ଷା କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.