ETV Bharat / city

ରାଜ୍ୟରେ ଦିନକରେ 2377 କୋରୋନା ଆକ୍ରାନ୍ତ ସୁସ୍ଥ - ଓଡିଶା କୋରୋନା ସୁସ୍ଥ ହାର

ରାଜ୍ୟରେ କୋରୋନାରୁ ଆଜି(ଶୁକ୍ରବାର) 2 ହଜାର377 ଜଣ ସୁସ୍ଥ ହୋଇ ଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 394 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରେ ଦିନକରେ 2377 କୋରୋନା ଆକ୍ରାନ୍ତ ସୁସ୍ଥ

author img

By

Published : Oct 23, 2020, 8:55 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନାରୁ ଆଜି(ଶୁକ୍ରବାର) 2 ହଜାର377 ଜଣ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥ ହାରକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା 2 ଲକ୍ଷ 59 ହଜାର 418ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି ।

ତେବେ ରାଜ୍ୟରେ ସୁସ୍ଥ ସଂଖ୍ୟା 2 ଲକ୍ଷ ଛୁଇଁଛି । ଆଜି 30 ଟି ଜିଲ୍ଲାରୁ 2 ହଜାର 377 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇ ଥିବାବେଳେ ଖୋର୍ଦ୍ଧାରୁ ସର୍ବାଧିକ 394 ଜଣ ଆରୋଗ୍ୟ ହୋଇଛନ୍ତି । ସେହିପରି କଟକରୁ 122, ଅନୁଗୁଳରୁ 204, ସୁନ୍ଦରଗଡରୁ 109, ବାଲେଶ୍ୱରରୁ 162, ମୟୁରଭଞ୍ଜରୁ 126, ଯାଜପୁରରୁ 107, ବରଗଡରୁ 88, ବଲାଙ୍ଗୀରରୁ 87, ଝାରସୁଗୁଡାରୁ 85, ଭଦ୍ରକରୁ 77, କଳାହାଣ୍ଡିରୁ 72, ନୂଆପଡାରୁ 65, କେନ୍ଦ୍ରାପଡାରୁ 64, ସୋନପୁରରୁ 64, ପୁରୀରୁ 59, ଜଗତସିଂହପୁରରୁ 50, କେନ୍ଦୁଝର ଓ ସମ୍ବଲପୁରରୁ 50, ଢେଙ୍କାନଲରୁ 34, ଗଂଜାମରୁ 34, ବୌଦ୍ଧରୁ 33, କନ୍ଧମାଳରୁ 33, ମାଲକାନଗିରିରୁ 31, ରାୟଗଡାରୁ 29, କୋରାପୁଟରୁ 28, ନୟାଗଡରୁ 21, ନବରଙ୍ଗପୁରରୁ 15, ଦେଓଗଡରୁ 10, ଗଜପତିରୁ 6 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.